ଭୁବନେଶ୍ୱର: କୋଭିଡ଼୍ ଯୋଦ୍ଧାମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିବା ସହ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଶନିବାର ସଂଧ୍ୟା ୫.୩୦ମି: ରେ “ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ପୂର୍ବ ତଟ ରେଳପଥକୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଚିଠି ମାଧ୍ୟମରେ ଅନୁରୋଧ ଜଣାଇଥିବାରୁ ପୂର୍ବ ତଟ ରେଳପଥ ପକ୍ଷରୁ ଏହି ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ’କୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଲୱେ କାର୍ଯ୍ୟାଳୟ, ରେଳ କଲୋନୀରେ ଯେଉଁଠାରେ ପବ୍ଲିକ୍ ଆଡ୍ରେସ୍ ପଦ୍ଧତି ଉପଲବ୍ଧ ସେଠାରେ ଗାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post