ଜୁନାଗଡ (ଆଦିତ୍ୟ ମହାନ୍ତି)ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଜୁନାଗଡ ବାସୀ ସାମୁହିକ ଭାବେ ଜୁନାଗଡ ନୂଆବସ ଷ୍ଟାଣ୍ଡ ଠାରେ ଗାନକଲେ ବନ୍ଦେ ଉତ୍କଳ ଜନନୀ | ଏହି କାର୍ଯ୍ୟକ୍ରମରେ ଜୁନାଗଡର ବହୁ ବୁଦ୍ଧିଜୀବି ଏବ୍ଂ ଜୁନାଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଉତ୍ତମ୍ କୁମାର ସାହୁ, ତହସିଲଦାର ଜୁନାଗଡ ଉପେନ୍ଦ୍ର ଲୁହା, ଡାଃ ଭଗଵlନ ପଣ୍ଡା. ବିଡିଓ ଜୁନାଗଡ ଦୂଳାରାମ ମାରାଣ୍ଡି, ଭବାନୀ ପାଟନାର ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ. ଜୁନାଗଡର ପୂର୍ବତନ ଅଧ୍ୟକ୍ଷା ବିଯୟ ଲକ୍ଷ୍ମି କନ୍ଦ ପାନ, ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ.
Sign in
Sign in
Recover your password.
A password will be e-mailed to you.