ପଦ୍ମପୁର ସହରରେ ସାମାଜିକ ଦୂରତ୍ବ ରଖି ଡଃ ଆମ୍ବେଦକରଙ୍କ ୧୨୯ତମ ଜୟନ୍ତୀ ପାଳିତ ।

ପଦ୍ମପୁର/ଶାସକ ପ୍ରଶାସକ -ଡଃ.ଆମ୍ବେଦକର ସଂଘ ପଦ୍ମପୁର ତରଫରୁ ଭାରତ ରତ୍ନ ବାବା ସାହେବଙ୍କ ର ୧୨୯ ତମ ଜୟନ୍ତୀ ପାଳନ କରାଯାଇଛି। ବର୍ତ୍ତମାନ ଆମ ଭାରତ ବର୍ଷରେ କରୋନା ଭାଇରସ ପାଇଁ ତାଳାବନ୍ଦ ରହିଛି । ଯଦି କୌଣସି ବ୍ୟକ୍ତି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତେବେ ମାକ୍ସ କିମ୍ବା ରୁମାଲ…

ଆସହାୟଙ୍କ ପେଟକୁ ଦାନା ଜଗାଉଛି କଳାଶ୍ରୀ ଯୁବ ସଂସଦ

ଘୁ.ଉଦୟଗିରି: ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ କୋଟଗଡ଼ ପଞ୍ଚାୟତରେ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ କଳାଶ୍ରୀ ଯୁବ ସଂସଦ ଏହି ଲକ ଡାଉନ ସମୟରେ ଅଞ୍ଚଳର ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ଦେଖା ଦେଇଛି I କୋଟଗଡ଼ର ସଚେତନ ନାଗରିକ ମନୋଜ କୁମାର ସାବତଙ୍କ ନେତୃତ୍ୱରେ…

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ 

ଭୁବନେଶ୍ୱର(ଶାସକ ପ୍ରଶାସକ) , ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ ବିସିଙ୍କ ପରଲୋକ…

ଦୀର୍ଘଦିନର ଅସୁସ୍ଥତା ପରେ ଆଖିବୁଝିଲେ  ଲୋକପ୍ରିୟ ନେତା-ପୂର୍ବତନ ମନ୍ତ୍ରୀ ସନାତନ ବିଶି 

http://www.youtube.com/watch?v=BbfO3VzYvX8 ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା  ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍  ରମାକାନ୍ତ ବିଶ୍ବାଳ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସନାତନ ବିଶିଙ୍କର ମଙ୍ଗଳବାର ସକାଳ ୬ଟା ସମୟରେ…

ସୋହେଲା ଥାନା ଅଧିକାରୀ ଓ ତାଙ୍କର ଧର୍ମ ପତ୍ନୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲେ ପଚାଶ ହଜାର

ବରଗଡ(ଶାସକ ପ୍ରଶାସକ)  :- ଆଜି ସୋହେଲା ଠାରେ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତରେ ସୋହେଲା ଥାନା ଅଧିକାରୀ ଶ୍ରୀ ନିର୍ମଳ ଚନ୍ଦ୍ର ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବନଶ୍ରୀ ମହାପାତ୍ର ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ…

“ଲକଡାଉନ୍ “ସମୟରେ ୬ ଶିବିରରୁ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ ।

ଲାନ୍ସନାୟକ ମନୋଜ ପଣ୍ଡା : ରକ୍ତ ଦେବା ,ସମାଜସେବା ଯାହାର ନିଶା   ବୀରମହାରାଜପୁର / ସୁବର୍ଣ୍ଣପୁର - (ରିପୋର୍ଟ ବିନୋଦ  ପାଣ୍ଡେ ) ବିଶ୍ବ ବ୍ୟାପି' କରୋନା' ର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟ ବ୍ୟାପୀ…

Big Breaking : ପ୍ରଧାନମନ୍ତ୍ରୀ କଲେ ଘୋଷଣା : ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକ ଡାଉନ 

ଦେଶବାସୀ  ୭ଟି ପ୍ରତିଶ୍ରୁତି ପାଳିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ | ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଘୋଷଣା | ଦେଶରେ  ଲକଡାଉନ ମେ ୩ ପର୍ଯ୍ୟନ୍ତ ବଢିବ | ହେଲେ ଗରିବ ଦିନ ମଜୁରିଆ, ଶ୍ରମିକ, କୃଷକ ମାନଙ୍କ…

ମୟୂରଭଞ୍ଜ: ଲକ୍ ଡାଉନ ସମୟରେ ଅସହାୟ ଏବଂ ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ/ ରେସନ୍ ସାମଗ୍ରୀ ବଣ୍ଟନ

ବାରିପଦା (ଦିଲ୍ଲୀପ ମହାନ୍ତି)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ  କ୍ରମେ ଲକ୍ ଡାଉନ ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲାରେ ଥିବା ଅତି ଗରିବ, ନିସ୍ୱ ଅସହାୟ ଶାରିରୀକ ଦୁର୍ବଳ, ଭିକ୍ଷୁକ/ମାନସିକ  ବିକୃତ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା…

ବିନା ଅନୁଭବରେ ଏ ସନ ଗାଏବ ହୋଇଗଲା ଚଇତିର ମହକ ‘ଚୈତ୍ର ପର୍ବ’

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲର ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ ଛଉନୃତ୍ୟ ଓ ଭକ୍ତା ମେଲଣ । ଚୈତ୍ର ମାସର ଶେଷରେ ଗ୍ରୀଷ୍ମଋତୁର ବୈଶାଖ ମାସର ଅୟମାରମ୍ଭ ହୁଏ ଚୈତ୍ରପର୍ବ ଦିନରୁ । ଏହାକୁ ମହାବିଶୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ମଧ୍ୟ କୁହାଯାଉଥିବା ବେଳେ ଜିଲ୍ଲାର…

ସ୍ବେଛାସେବୀମାନଙ୍କ ଦ୍ୱାରା  ମାସ୍କ, ସେନିଟାଇଜର ଓ ସାବୁନ ବଣ୍ଟନ 

ସିନାପାଲି/ ନିରାକାର ମେହେର : ବର୍ତମାନ ଆମ ଦେଶ ତଥା ଅନ୍ୟ ଦେଶ ମାନଙ୍କରେ  ଭାରତ ରେ ମହାମାରୀ କରୋନା ର ଭୟାବହ ହୋଇ ବଢୁଥିବା ବେଳେ,  ଏହାକୁ ରୋକିବା ପାଇଁ ଆମ ଦେଶ ର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର  ଲୋକଙ୍କୁ ସଚେତନତା ବାର୍ତ୍ତା ଜଣାଇଥିବା  ବେଳେ, ସହାୟତା ର ହାତ ବଢ଼େଇବା ପାଇଁ…