କେ କେ ବେଣୁଗୋପାଳଙ୍କ ପୁନଃନିଯୁକ୍ତି 

0

ନୁଆଦିଲ୍ଲୀ (ଶାସକ ପ୍ରଶାସକ) : ବରିଷ୍ଠ ଅଧିବକ୍ତା କେ କେ ବେଣୁଗୋପାଲଙ୍କୁ ଭାରତର ଆଟର୍ଣ୍ଣି ଜେନେରାଲ ଭାବେ ବର୍ଷକ ପାଇଁ ପୁନଃ ନିଯୁକ୍ତି  ମିଳିଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ବେଣୁଗୋପାଳଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି | ଏହି ମର୍ମରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ରାଜପତ୍ର ପ୍ରକାଶ ପାଇଛି |  

Leave A Reply

Your email address will not be published.