” ଶାସକ ଦଳ ଚାପରେ କମିଶନ ଘୁଞ୍ଚାଉଛନ୍ତି ଉପନିର୍ବାଚନ ତାରିଖ “

 ଉପନିର୍ବାଚନ ତାରିଖ ଘୁଂଚିବା ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ  ଭୁବନେଶ୍ୱର,(ଶାସକ ପ୍ରଶାସକ): କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ରିଷଦର ଉପନିର୍ବାଚନର ତାରିଖ ରାଜ୍ୟ ନିର୍ବାଚନ ଆୟୋଗ ଶାସକ ଦଳ ଚାପରେ ପୁଣି ଥରେ ଘୁଂଚାଇଛନ୍ତି ।…

“2024 ସୁଦ୍ଧା 30% କମିବ କଳିଙ୍ଗ ନଗରର ବାୟୁ ପ୍ରଦୂଷଣ”

କଳିଙ୍ଗନଗର ଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା  ବାୟୁପ୍ରଦୂଷଣ  ରୋକା ଯାଇ ପାରିଲେ କଳିଙ୍ଗନଗର ଅଧିବାସୀଙ୍କ ହାରାହାରି 3ବର୍ଷ  ପରମାୟୁ ବୃଦ୍ଧି ପାଇ ପାରନ୍ତା କଳିଙ୍ଗନଗର (ଶାସକ ପ୍ରଶାସକ )- ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି  ସହର(ନନ-ଆଟେନମେଣ୍ଟ …

ଜୀବନ ଲଢେଇରେ ହାରିଗଲେ ଲଢୁଆ ନେତା ବୀର ସିପକା

କଳାହାଣ୍ଡି ଧର୍ମଗଡ/ ସୁସାନ୍ତ ରାଉତ: ଧର୍ମଗଡର ପୂର୍ବତନ ବିଧାୟକ ବୀର ସିପକାଙ୍କ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ପୈତୃକ ଗ୍ରାମ ଗୋଲାମୁଣ୍ଡାସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ।  ଶ୍ରୀ ସିପକା ସରକାରୀ ଚାକିରିରୁ ହଠାତ ରାଜନିତୀକୁ ଆସି ୧୯୯୫ ମସିହାରେ…

ବିଜୁ ଶତବାର୍ଷିକୀ ପାଳନ ଅବସରରେ ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶାଳ ଛାତ୍ରସମାବେଶ

ଭୁବନେଶ୍ୱର(ଶାସକ ପ୍ରଶାସକ). : ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ  ଓଡ଼ିଶା ବିପିୟୁଟି ଡ଼ିପ୍ଲୋମା ଛାତ୍ର ସଂଘ ପକ୍ଷରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଇଂ ପାର୍ଥସାରଥୀ ମୁଦୁଲିଙ୍କ…

ଢୋଲବନ୍ଧ ଠାରେ ବରଗଡ ଜିଲ୍ଲା ଲୋକକଳା ମହୋତ୍ସବ ଉଦଘାଟିତ 

ପଦ୍ମପୁର(ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିକଟସ୍ଥ ଢୋଲବନ୍ଧ ଗାଁରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଳା କଳା ସଂସ୍କୃତି ସଂଘ, ବରଗଡ ର ମିଳିତ ଆନୁକୂଲ୍ୟରେ  ପ୍ରଥମ ବରଗଡ ଜିଲ୍ଲା ସ୍ତରୀୟ ଲୋକକଳା ମହୋତ୍ସବ - ୨୦୨୦ ବର୍ଣ୍ଣାତ୍ଯ ପରିବେଶ ଭିତରେ…

ଦୁର୍ନୀତିରଏନ୍ତୁଡିଶାଳ ରେଙ୍ଗାଲି ତହସିଲ  :  ୩୬ ବର୍ଷରେ ବଦଳିଲେଣି ୩୮ ତହସିଲଦାର

http://www.youtube.com/watch?v=N8T98uCGng4 ସାବାସ ତହସିଲଦାର, ଧରିଲେ ବଡ ଧରଣର ଜମି ଜାଲିଆତି  ସମ୍ବଲପୁର/ରେଙ୍ଗାଲି,( ରମାକାନ୍ତ ବିଶ୍ବାଳ ): ଜାଲ କାଗଜପତ୍ରରେ ଜମି କିଣା ବିକା କରିବାର ଏନ୍ତୁଡ଼ିଶାଳ ହେଉଛି  ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ତହସିଲ l ତେବେ ଶୁକ୍ରବାର ଦିନ   …

ରାୟଗଡ ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ରାୟଗଡ (ସରୋଜ ସାହୁ) ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ  ସହଭାଗିତା ନାରାକୁ ନେଇ ଆଜି ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଅଛି । ଏହି ଅବସରରେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା…

ଆମ କାମ ହିଁ ଆମ ପରିଚୟ, ରାଜନୀତି ନୁହେଁ : ନବୀନ 

http://www.youtube.com/watch?v=l3THJcDRjNM ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ନବୀନ,୧୫୦୦  କୋଟି ଟଙ୍କାର ପ୍ରକଳ୍ପ  ଲୋକାର୍ପଣ  ସୁନ୍ଦରଗଡ ଲୋକାରଣ୍ୟ, ପ୍ରାୟ ୪୦ହଜାର ଲୋକଙ୍କ ସମାଗମ ସୁନ୍ଦରଗଡ଼ରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆଙ୍କ ରିପୋର୍ଟ :-ଆଜି ସୁନ୍ଦରଗଡ଼…

“ମୋ ସରକାର” ପ୍ରଭାବ : ଟେଲିଫୋନ୍ କରି ହିତାଧିକାରୀ ଫେରି ପାଇଲେ ମରାମତି ଟଙ୍କା 

ଛୋଟିଆ ଉଦାହରଣ : ପ୍ରଭାବ ହୋଇପାରେ ସୁଦୂର ପ୍ରସାରି  ଭୁବନେଶ୍ୱର(ଶାସକ ପ୍ରଶାସକ):ପାଣି ପାଇପ୍‍ ମରାମତି ଲାଗି ମୋ ସରକାର ଫୋନ୍‍ ନମ୍ବରକୁ ଫୋନ୍‍ କରି ନିଜ ହାତରୁ ୧୫୦୦ ଟଙ୍କା ବ୍ୟୟରେ ପାଣି  ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ତାଙ୍କ ମରାମତି ବାବଦ ଟଙ୍କା ଫେରି…

 ବସନ୍ତରୁ ତ ଏତେ ହନ୍ତସନ୍ତ, ଗ୍ରୀଷମ ଟା କଟିବ କେମନ୍ତ !!!!

ପାଣିପାଇଁ ହାହାକାର, ଦୁଃଖ ଶୁଣିବେ କି ମୋ ସରକାର   ଗ୍ରୀଷ୍ମ ମାସ ପ୍ରବେଶ ପୂର୍ବରୁ ପାନୀୟ ଜଳ ସଂକଟ  ମହିଳା ମାନେ ପାଣି ପାଇଁ ଯାଉଛନ୍ତି  ଦେଢ଼ କିଲୋମିଟର ବାଟ  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଚିତ୍ରକାର ଲକ୍ଷ୍ମୀପୁର ଗ୍ରାମରେ…