Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ପଂଚାୟତିରାଜ ଦିବସ ପାଳିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ବିଜୁପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ତିଥି ପଂଚାୟତରାଜ ଦିବସ ପାଲନ ଅବସରରେ ଓଡ଼ଗାଁ ଠାରେ ପ୍ରତିଷ୍ଠିତ ନୟାଗଡ଼ ସରକାରୀ ପଲି ଟେକନିକ ଅନୁଷ୍ଠାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର(ଜୀବନବିନ୍ଦୁ କାର୍ଯ୍ୟକ୍ରମ)ଅନୁଷ୍ଠିତ ହୋଇଥିବା ବେଳେ ୧୦୬ ୟୁନିଟ ରକ୍ତ ସଂଗ୍ରହ…
ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ସଭାପତି…
ପାରଳାରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ପ୍ରବାଦ ତଥା କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।
ଏହି…
ଲାଠିକଟାରେ ଅଷ୍ଟପ୍ରହର ନାମଯଜ୍ଞ
ସୁନ୍ଦରଗଡ଼,(ହୋରାଚାନ୍ଦ ଦେଉରିଆ ) - ଲାଠିକଟା ତ୍ରିନାଥ କଲୋନୀରେ ତ୍ରିନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି | ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଜଳାଶୟରୁ ପାଣିଆଣି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ହୋଇଥିବା ବେଳେ ଆଜି…
“ଅପପ୍ରଚାର ଚାଲିଛି, ମୋର ରାଜନୀତି ପ୍ରତି ଆଗ୍ରହ ନାହିଁ “
ଭୁବନେଶ୍ୱର: ସମ ଅଲଟିମେଟ ଭଳି ବିଶ୍ୱସ୍ତରୀୟ ପ୍ରତିଷ୍ଠାନର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ପରେ ଗତ କିଛିଦିନ ରାଜନୀତି ସହ ଯୋଡି ହୋଇଯାଇଛି ସୋଆ ସାମ୍ରାଜ୍ୟର…
ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ନିଷ୍କ୍ରମଣ ଉତ୍ସବ
ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ଗୁରୁବାର ଦିନ ଦଶମ ଶ୍ରେଣୀ ଶିଶୁ ଭାଇଭଉଣୀ ମାନଙ୍କ ପ୍ରଥମ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ବିଜୁ ପଟ୍ଟନାୟକଙ୍କ୧୦୪ତମ ଜୟନ୍ତୀ ପାଳିତ
ସୁନ୍ଦରଗଡ଼,(ହୋରାଚାନ୍ଦ ଦେଉରିଆ ) : ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର୍ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ବିଜୁ ଜୟନ୍ତୀ ପାଳିତ ହୋଇଯାଇଅଛି l ସର୍ବ ପ୍ରଥମେ ଦିବା ୧୦…
ପୋଲସରାରେ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ
ପୋଲସରା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରାରେ ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ଗୁରୁବାର ଦିନ ପାଳନ ହୋଇଯାଇଛି। ପୋଲସରା ବ୍ଲକ ଓ ନଗର ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।…
ପ୍ରହସନ ପାଲିଟିଛି ଜାତୀୟ ପରିବାର ମଙ୍ଗଳ ଯୋଜନା !
ବଲାଙ୍ଗୀର/ସ୍ୱତନ୍ତ୍ରପ୍ରତିନିଧି : ସରକାର ଦାରିଦ୍ର୍ୟ ସୀମାରେଖାତଳେ(BPL) ଥିବା ଲୋକଙ୍କ ପାଇଁ ଅନେକ ଯୋଜନା ଆଣିଛନ୍ତି,ସେଥିମଧ୍ୟରୁ ଜାତୀୟ ପରିବାର ମଙ୍ଗଳ ଯୋଜନା (NFBS)ଅନ୍ୟତମ | ୨୦୧୯ ମସିହା ଅଗଷ୍ଟ ମାସରୁ ସାରା ରାଜ୍ୟରେ ସାମାଜିକ ସୁରକ୍ଷା ବିଭାଗରେ ଅନଲାଇନ ପ୍ରକ୍ରିୟାରେ ଆବେଦନ କଲେ…
କାମରେ ଆସୁନି ଭୂତଳ ପୋଲ : ଟିକେ ବରଷାରେ ଲୋକ କଲବଲ
ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମାଧିଆ ପାଳି ଗ୍ରାମ NH-201 ରୁ ବୁଢୀସିଣ୍ଢୋଲ ରାସ୍ତାରେ ଏକ ଭୂତଲ ପୋଲ ଅବସ୍ଥିତ । ସାମାନ୍ୟ ବର୍ଷା ରେ ଏଠି ଜମି ରହେ ଆଣ୍ଠୁଏ ପାଣି। ଫଳରେ ଯାତାୟାତ କରିବା ପାଇଁ ଅସୁବିଧା ହେଉଥିବା କହନ୍ତି ଏହି…