ବଡ଼ବିଲରେ ୧୧ କରୋନା ପଜିଟିଭ : ସପ୍ତାହେ ପାଇଁ ସଟ୍‌ଡାଉନ୍

0

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ସହରରୁ ୧୧ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୧୧ ଆକ୍ରାନ୍ତ ଲୋକାଲ କେସ ହୋଇଥିବାରୁ କେନ୍ଦୁଝର ଜିଲ୍ଲାପାଳ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ବଡ଼ବିଲ ଟାଉନକୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।  ସଟଡାଉନ ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏହାକୁ ଛାଡ଼ି ଦେଲେ ଅଣ-ଅତ୍ୟାବଶ୍ୟକ ସେବା ଓ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିବା ସହ  ଏହି ସମୟ ମଧ୍ୟରେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି।

Leave A Reply

Your email address will not be published.