Sign in
Sign in
Recover your password.
A password will be e-mailed to you.
ଘରୋଇ ରେଲୱେ ସାଇଡିଂ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପାଲ ହଟିଂ ସ୍ଥିତ ଏକ ବନ୍ଦ ଥିବା ଘରୋଇ ରେଲୱେ ସାଇଡିଂ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତଦେହଟି ଏକ ନର୍ଦ୍ଧମା ମଧ୍ୟରେ ପଡ଼ିଥିଲା। ମହିଳାଙ୍କ ପରିଚୟ ମିଳିପାରିନାହିଁ ତେବେ ତାଙ୍କର ବୟସ ୪୫ରୁ ୫୦ ମଧ୍ୟରେ ହେବ ବୋଲି ବଡ଼ବିଲ…
ଜନଗଣନା ସ୍ଥଗିତ ରଖିବାକୁ ନବୀନଙ୍କ ଚିଠି
Bhubaneswar(shasak prashasak) : ବର୍ତ୍ତମାନ ସ୍ଥିତିରେ ଜନଗଣନା ସମ୍ଭବ ନୁହେଁ । ତେଣୁ ଏହାକୁ ସ୍ଥଗିତ ରଖାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଚିଠିରେ ଜନଗଣନା ସ୍ଥଗିତ ବା ଘୁଞ୍ଚାଇବା ପାଇଁ ନବୀନ…
‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ )୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍ରେ ଶୁକ୍ରବାର ଭୋର୍ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି।
ଏହା…
କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କରୋନା ଭୁତାଣୁ covid-19 ସଂକ୍ରମଣର ପ୍ରତିରୋଧ ପାଇଁ ଏକ ଜିଲ୍ଲାସ୍ତରୀୟ ସଚେତନତା ବୈଠକ କାର୍ଯ୍ୟକ୍ରମ…
କରୋନା : ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲ୍ପଲାଇନକୁ ଆସିଛି ୧୨,୨୬୮ କଲ୍
ଏଯାବତ ବିଦେଶରୁ ଫେରିଥିବା ୨୬୦୦ ଜଣଙ୍କ ନାମ ପଞ୍ଜୀକରଣ
ଭୁବନେଶ୍ୱର : (ଶାସକ ପ୍ରଶାସକ) ରାଜ୍ୟ ସରକାର ଗତକାଲି ଧର୍ମାନୁଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତିା ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶକୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ…
ଗାଁ ଗାଁ ବୁଲି କରୁଛନ୍ତି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଜିଲ୍ଲାପାଳ
ହରଭଙ୍ଗା / ପ୍ରତାପ ମେହେର : କରୋନାକୁ ନେଇ ରାଜ୍ୟ ସରକାର ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଲ୍ଲା ସ୍ତରରେ ମଧ୍ୟ ଏ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି | ହେଲେ ବୋୖଦ୍ଧ ଜିଲ୍ଲାପାଳ କିନ୍ତୁ ଆଉ ପାଦେ ଆଗକୁ ଯାଇ ସିଧା ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ସଚେତନ…
ଘରର ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା
ରାୟଗଡ(ସରୋଜ ସାହୁ): ରାୟଗଡ ସଦର ମହକୁମା ସ୍ଥିତ ରାଣୀଗୁଡା ଫାର୍ମର (ଡିଏଫଓ) ଅଫିସ ୫ମ ଗଳି ବିଜୁକଲ୍ୟାଣ ମଣ୍ଡପ ନିକଟରେ ଏକ ଭଡା ଘରେ ରହୁଥିବା ସଚିତାନନ୍ଦ ଦାସ (୪୮ ବର୍ଷ) ବୟସ୍କ ବ୍ୟକ୍ତୀ ପଙ୍ଖାରେ ଲୁଗା ସହାଯ୍ୟରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ପ୍ରାପ୍ତ ସୁଚନାରୁ ପ୍ରକାଶ ଯେ,…
କରୋନା ଆତଙ୍କ : ଘୁ.ଉଦୟଗିରି ସହର ଶୂନଶାନ
ଘୁ.ଉଦୟଗିରି(ଗଗନ ପ୍ରଧାନ): କରୋନା ଆତଙ୍କରେ ଆତଙ୍କିତ ଘୁ.ଉଦୟଗିରି I ପୁରା ସହର ଶୂନଶାନ I ପ୍ରଶାସନର ତତ୍ପରତା ପରେ ବୁଧବାର ସନ୍ଧ୍ୟା ଠାରୁ ପୁରା ମାର୍କେଟରେ ତାଲା I ସରକାରଙ୍କ ନିର୍ଦେଶ କ୍ରମେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ସହର ବୁଲି ଜନସାଧାରଣଙ୍କୁ…
ସରକାରୀ ଓ ବେସରକାରୀ ସ୍ତରରେ କରୋନା ସଚେତନତା କାର୍ଯ୍ୟକ୍ରମ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର କାନକୁଟୁରୁ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁମିତ୍ରା ନାୟକ, ମାଣିତରା…
କୁସୁମବାହାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦ ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ଗରଗଡବାହାଳ ଗ୍ରାମପଂଚାୟତର କୁସୁମବାହାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ। ଗ୍ରାମର ଲୋକମାନେ ବହୁବର୍ଷ ତଳେ ବହୁ ଉଦ୍ୟମ କରି ଏହି ବିଦ୍ୟାଳୟଟି ସ୍ଥାପନ କରିଥିଲେ। ବର୍ତ୍ତମାନ…