Sign in
Sign in
Recover your password.
A password will be e-mailed to you.
ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ବାରିପଦାରେ ପହଁଞ୍ଚିବ ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ
କୋଭିଡ଼-୧୯ ସଂକ୍ରମଣ, ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କ ପକ୍ଷରୁ ୧୪୪ ଧାରା ପ୍ରୟୋଗ
ଭଞ୍ଜପୁର ଷ୍ଟେସନର ୫୦୦ ମିଟର ପରିସୀମା ମଧ୍ୟରେ ମେ ୨୬ ମଙ୍ଗଳବାର ସକାଳ ୮ରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର
ଅମାନ୍ୟ କଲେ ଧାରା ୧୩୪/୫୨ସିଆର. ପିସି…
ଘନଘନ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନାକୁ ନେଇ ଲକ୍ ଡ଼ାଉନ ପର୍ବ ପାଳନକୁ ଫିକା ପକାଇ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜ ଘରେ ପର୍ବକୁ ପାଳନ କରିବା ନିମନ୍ତେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପରାମର୍ଶ ଦେଇଥିଲେ । ପଳରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ନିଜ ନିଜ ଘରେ…
ପରଲୋକରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡ଼ ଅକ୍ଷୟ ରାଉତ
ଭୁବନେଶ୍ୱର: ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ବାପା ତଥା ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଶ୍ୱଶୁର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଡାକ୍ତର ଅକ୍ଷୟ କୁମାର ରାଉତଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୭୪ ବର୍ଷ ହୋଇଥିଲା | ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…
କିସ୍ର ନିଆରା ପ୍ରୟାସ : ୩୦ହଜାର କିସ୍ ଛାତ୍ରଛାତ୍ରୀଙ୍କୁ ସୁଖିଲା ଖାଦ୍ୟ ଓ ପାଠ୍ୟୋପକରଣ ବଣ୍ଟନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ତାଲାବନ୍ଦ ଯୋଗୁଁ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଚଳିତଶିକ୍ଷା ବର୍ଷ ପାଇଁ ପୂର୍ବ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟ ପୁସ୍ତକ ପାଇପାରି ନାହାନ୍ତି । କିସ୍…
କଳାକାରମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଗଠନ ହେଲା ପଶ୍ଚିମ ଓଡିଶା କଳାକାର ସଂଘ
ବରଗଡ :- କଳା ହେଉଛି ଭଗବାନଙ୍କ ଏକ ଅନବଦ୍ୟ ସୃଷ୍ଟି ଏବଂ ତାଙ୍କର ବିଶେଷ ଆଶିର୍ବାଦରେ କଳାକାରର ଜନ୍ମ। କୁହାଯାଏ, କଳାକାରର ଆଖି, କାନ, ନାକ, ମସ୍ତିଷ୍କ ସାଧାରଣ ମଣିଷଠାରୁ ଭିନ୍ନ। କଳା ଅନେକ ପ୍ରକାରର; ନୃତ୍ୟ, ସଙ୍ଗୀତ ଓ ଅଭିନୟକୁ ପ୍ରଦର୍ଶନ କଳା କୁହାଯାଇଥାଏ। କିନ୍ତୁ ଦୁଃଖର ବିଷୟ, ଏହି…
ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା : ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ୧୦୦ ମଟର ଯାଏଁ ଲାଗୁହେଲା ୧୪୪ ଧାରା
http://www.youtube.com/watch?v=Np4vzEowt3M
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ
http://www.youtube.com/watch?v=kdlJoO7xsQM
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ…
ଶ୍ରମିକ ସ୍ପେସାଲ୍ ଟ୍ରେନର ଚେନ ଟାଣି ଓହ୍ଲେଇ ପଡିଲେ ୩୨୦ ପ୍ରବାସୀ
ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : କଣ୍ଟାବାଞ୍ଜି ରେଲ ଷ୍ଟେସନ ନିକଟରୁ ଶ୍ରମିକ ସ୍ପେସାଲ୍ ଟ୍ରେନର ଆଲରାମ୍ ଚେନ ଟାଣି ୩୨୦ ପ୍ରବାସୀ ଶ୍ରମିକ ଓହ୍ଲାଇଲେ । ଟ୍ରେନଟି ଗୁଜରାଟ ଗାନ୍ଧୀନଗରରୁ କଟକ ଅଭିମୁଖେ ଯାଉଥିଲା। ସମସ୍ତ ଶ୍ରମିକ ନୁଆପଡା ଓ ବରଗଡ ଜିଲ୍ଲାର ବୋଲି…
ରାସ୍ତା ପାର୍ଶ୍ୱରେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ
ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଗଡ଼ାଗୁଡା ଗ୍ରାମ ପଞ୍ଚୟତ ଅନ୍ତର୍ଗତ ଗୁଟୁଗୁଡା ବୁଲାଣି ଠାରେ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ପଡ଼ି ଥିବାର ଦେଖା ଦେଇଛି I ମୃତ ଦେହ ଦେଖି ସ୍ଥାନୀୟ ଲୋକ ସ୍ଥାନୀୟ ପୁଲିସ, ଦମକଳ ବାହିନୀ ଏବଂ ଅଗ୍ନିସର ବାହିନୀକୁ ଯୋଗାଯୋଗ କରି ଥିଲେ I…
କାଲିଠୁ ଗଡିବ ମୋ ବସ, ଦେଖନ୍ତୁ କେଉଁ କେଉଁ ରୁଟରେ ଗଡିବ ବସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ କୋହଳ ହେବ ପରେ ଗତକାଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନାଙ୍କ ସୂଚନା ପରେ ବସ ସେବା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି | ଘରୋଇ ମାଲିକଙ୍କ କେଁ ଭିତରେ ରାଜ୍ୟବ୍ୟାପୀ ବସ ସେବା ଦ୍ବନ୍ଦ୍ବରେ ଥିବା ବେଳେ ସରକାର…