ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଛନ୍ତି –…

ତୈଳ ପିଏସୟୁଙ୍କ ଦାନ ତଥା ଗ୍ୟାସ ବିତରଣରେ ସଂପୃକ୍ତଙ୍କ ପାଇଁ ସହାୟତା ଘୋଷଣା  ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତା  ସୋ-ରୁମ ଷ୍ଟାଫ୍, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତୁ୍ୟ ଘଟିଲେ ମିଳିବ ଟଙ୍କା  ଇଣ୍ଡିଆନ ଅଏଲ,…

ସଚେତନ ହେଉଛନ୍ତି ଯୁବ ଗୋଷ୍ଠୀ

(ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମରେ ଥିବା ସରସ୍ଵତୀ ପୂଜା କମିଟି ତରଫରୁ ଲୋକଙ୍କୁ  ସଚେତନ କରାଯାଉଛି । ମାଁ ମାଉଳୀ ଯୁବକ ସଂଘ ତରଫରୁ ଗାଁ କୁ  ଅବାଧ୍ୟ ପ୍ରବେଶ କରିବାକୁ ଯୋଗିଥିବା ବେଳେ ଆଉ ଏକ ଗୋଷ୍ଠୀ ଯିଏ ଗାଁ କୁ କିଛି ଜରୁରୀ କିମ୍ବା…

ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ ।

ଭୁବନେଶ୍ୱର(ଶାସକ ପ୍ରଶାସକ) ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଯୁବ ଜନତା ଦଳ ତଥା ବିଜୁ ଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ନିଜ ଶୋକବାର୍ତ୍ତାରେ ଜଣାଇଛନ୍ତି ଯୁବ…

ଅସହାୟ ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟିକା ଲତିକା 

କବିସୂର୍ଯ୍ୟନଗର(ଶାସକ ପ୍ରଶାସକ) : କରୋନା ଭାଇରସ ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା ପରେ ବିଭିନ୍ନ ରାଜ୍ୟରେ ଓଡ଼ିଆ ମାନେ ରହିଛନ୍ତି | ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉଦ୍ୟମ ଜାରି ରହିଥିବା ବେଳେ ଓଡିଶା ମୋ ପରିବାର ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଓଡ଼ିଆଙ୍କୁ ଅଣାଯିବା ପ୍ରକ୍ରିୟା…

କରୋନା ପ୍ରଭାବ:  ଛତିଶଗଡ଼ ସୀମା ସିଲ। 

ଧର୍ମଗଡ଼ /ଶୁସାନ୍ତ ରାଉତ : ସାରା ଭାରତରେ କରୋନା ରୋଗ ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ 21ଦିନିଆ ଲକ୍ ଡାଉନ୍ ଘୋଷଣାକୁ କଳାହାଣ୍ଡିର ବ୍ୟବସାୟୀ ବିଭିନ୍ନ ସଂଘଟନ ପକ୍ଷରୁ ସ୍ଵାଗତ…

ମଣିଷପଣିଆର ହାତ ବଢ଼ାଇଲେ ଅରୁନ୍ଧତୀ ଜୁଏଲର୍ସ ସ୍ୱତ୍ତ୍ୱାଧିକାରୀ ବ୍ରହ୍ମାନନ୍ଦ ଓ ଅଚ୍ୟୁତ 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲେ ୫ଲକ୍ଷ , ନିଜ ୬୦୦ କର୍ମଚାରୀଙ୍କୁ ବେତନ ଦେବାସହ ଘରକୁ ଯିବାର କରାଇଲେ ବ୍ୟବସ୍ଥା   ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ମଣିଷ ପଣିଆ ଦେଖାଇଛନ୍ତି ଦୁଇ ଭାଇ ବ୍ରହ୍ମାନନ୍ଦ ଓ ଅଚ୍ୟୁତ  | ନିଜ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟିକ…

ମାତିଛନ୍ତି ଚୋର : ଏକ ରାତ୍ରିରେ ଦୁଇଟି ସ୍କୁଲରୁ ଚୋରି 

 ପ୍ରାଥମିକ ସ୍କୁଲରୁ ୨ଟି ଗ୍ୟାସ ସିଲିଣ୍ଡର ଓ ଚୁଲ୍ଲା ଚୋରି   ହାଇସ୍କୁଲରୁ ଚୋରେଇନେଲେ ଗ୍ୟାସ ସିଲିଣ୍ଡର, ୱାଟର କୁଲର ଓ ଆକ୍ବାଗାର୍ଡ ଚୋରି ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ଥାନା ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶନିବାର…

ନିଷ୍ପାପ ଜୀବଜନ୍ତୁଙ୍କ ପ୍ରତି ସଂବେଦନା ଦେଖାଇଲେ ଦରଦୀ ଅଚ୍ୟୁତ 

କିଟ୍‍ ଓ କିସ୍‍ ପକ୍ଷରୁ ବୁଲା ପଶୁ ଓ ବସ୍ତିରେ ଖାଦ୍ୟ ବଣ୍ଟନ ୨୦ ଦିନ ପର୍ଯ୍ୟନ୍ତ ସହରରେ ଜୀବଜନ୍ତଙ୍କ ପାଇଁ କରାଯିବ ଖାଦ୍ୟ ବଣ୍ଟନ ବ୍ୟବସ୍ଥା  ଭୁବନେଶ୍ୱର( ଶାସକ ପ୍ରଶାସକ) : ଭୁବନେଶ୍ୱର( ଶାସକ ପ୍ରଶାସକ) : କରୋନା ଯୋଗୁଁ ବିଭିନ୍ନ ହୋଟେଲ୍‍, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି…

ପାଙ୍ଗିଡିରେ ୪ ପରିବାରର ୬ ବଖରା ଘର ପୋଡି

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ତହସିଲର ପାଙ୍ଗିଡ଼ି ଗ୍ରାମରେ ୪ ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ। ରବିବାର ଅପରାହ୍ନରେ ପାଙ୍ଗିଡି ଗ୍ରାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିପ୍ର  ଡାକୁଆ, ଗଙ୍ଗା…

କୋଭିଦ-୧୯ ମୁକାବିଲା ପାଇଁ ଅଢେଇକୋଟି ଟଙ୍କା ପ୍ରଦାନ କଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଦ-୧୯ ମୁକାବିଲା ପାଇଁ ସମଗ୍ର ଦେଶ ଅଣ୍ଟା ଭିଡିଥିବା ବେଳେ ନିଜ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନିମାସର ଦରମା ପ୍ରଦାନ କରିଥିବା ବେଳେ ନିଜ ସାଂସଦ ହାତପାଣ୍ଠିରୁ…