Sign in
Sign in
Recover your password.
A password will be e-mailed to you.
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ :ମୟୂରଭଞ୍ଜକୁ ଗୁରୁତ୍ୱ
ଟିମରେ ସାଂସଦଙ୍କୁ ଗୁରୁତ୍ୱ ଓ ପୂର୍ବତନ ଜିଲ୍ଲା ସଭାପତିଙ୍କ ପତିଆରା ହ୍ରାସ
ବରିଷ୍ଠ ନେତା ଜୀବନ ସାହୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ
ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଅନୁମୋଦନ କ୍ରମେ ପ୍ରକାଶ ପାଇଛି ଦଳୀୟ କର୍ମକର୍ତ୍ତାମାନଙ୍କ ନାମ…
ବିଳମ୍ବରେ ଆରମ୍ଭ ହୋଇ ବି ଶେଷ ପାଦିଆ ହେଲାଣି ରଥ ନିର୍ମାଣ କାମ
ଉଠିଲା ପାରା ଭାଡ଼ି, ଲାଗିବ ଓଲଟ ପାରା ଓ କଳସ
ମୁଣ୍ଡି ମାରିବାକୁ ଅଂଟା ଭିଡି ଲାଗିପଡିଛନ୍ତି ସମସ୍ତ ସେବକ
ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : ବିଳମ୍ବରେ ଆରମ୍ଭ ହୋଇଥିଲା ରଥ ନିର୍ମାଣ କାର୍ଯ୍ୟ | ଆଶଙ୍କା ଭିତରେ ଥିଲେ ସମସ୍ତେ ଠିକଣା ସମୟରେ ରଥ କାମ ସରିବକି ନାହିଁ | ହେଲେ…
ସମ୍ବଲପୁରରେ ପୁଣି ୫ ଜଣ କରୋନା ପଜିଟିଭ୍ ଚିହ୍ନଟ, ୨୩ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
http://www.youtube.com/watch?v=IdpsNLeIoi4
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ୫ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ୨ ଜଣ ବାମରା ବ୍ଲକ ଅଂଚଳର ଯଥା କ୍ରମେ ୨୦, ୩୨ ବର୍ଷ ବୟସ ଉଭୟେ ପୁରୁଷ ବୋଲି…
ମୟୂରଭଞ୍ଜ : ଆଜି ଶୁଳିଆପଦା ବ୍ଲକ ଅଞ୍ଚଳ କ୍ୱରେଣ୍ଟିନରୁ ୭ କରୋନା ପଜିଟିଭ ଚିହ୍ନଟ
ସମସ୍ତେ ମହାରାଷ୍ଟ୍ର ଫେରନ୍ତା, ଶୁଳିଆପଦା ବ୍ଲକରେ ସର୍ବାଧିକ ୩୩ ପଜିଟିଭ ଚିହ୍ନଟ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ଶୁଳିଆପଦା ବ୍ଲକ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରରୁ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ମହାରାଷ୍ଟ୍ରରୁ ଫେରି ସିଧାସଳଖ…
ଚାକିରୀ ଥିଲା କେଇଟା ମାସ, ଲୋଭରୁ ହେଲା ସତ୍ୟାନାଶ
କଲେକ୍ସନ କରି ଘରକୁ ଧରି ଯାଉଥିଲେ, ଧଇଲା ଭିଜିଲାନ୍ସ
ଭିଜିଲାନ୍ସ ଯନ୍ତାରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ
ବିଭିନ୍ନ ସୂତ୍ରରୁ ଆଦାୟ କରିଥିବା ୩.୯୦ ଲକ୍ଷ ଟଙ୍କା ଧରି ସରକାରୀ ଗାଡ଼ିରେ ନିଜ ଘରକୁ ଯାଉଥିବା ରାସ୍ତାରେ ଧରିଲା ଭିଜିଲାନ୍ସ…
ଦୁର୍ଦ୍ଦିନରେ କାଳ କାରୁଛନ୍ତି ବାଜା କଳାକାର
ଧର୍ମଗଡ ରୁ ସୁଶାନ୍ତ ରାଉତ : ଧର୍ମଗଡ ବ୍ଳକ ଗ୍ରାମାଞ୍ଚଳରେ ରହୁଥିବା ବାଜା କଳାକାର ମାନେ ଗୁରୁବାର ଛିଲପା ପମ୍ପ ହାଉସ ଠାରେ ସାମାଜିକ ଦୂରତା ରଖି ଏକ ବୈଠକରେ ଯୋଗଦେଇଥିଲେ | ଏମାନେ ନିଜର ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଥିଲେ ଏହି କଳାକାରମାନେ ପ୍ରତିବର୍ଷ ଚାରିମାସ ବାଜା…
ଅନ୍ତର୍ଜାତୀୟ ସ୍ତରୀୟ ‘ ଓଡିଶୀ ରାଗ କଣ୍ଠ ସଙ୍ଗୀତ–୨୦୨୦’ ପ୍ରତିଯୋଗିତା : ପାରଳାଖେମୁଣ୍ଡିର…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ମେ ମାସ ୨୯ ତାରିଖ ଠାରୁ ଜୁନ ମାସ ୫ତାରିଖ ପର୍ଯ୍ୟନ୍ତ "ଆଳାପ" ସଙ୍ଗୀତ ଅନୁଷ୍ଠାନ ଭୂବନେଶ୍ୱର ଦ୍ବାରା ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସ୍ତରୀୟ ' ଓଡିଶୀ ରାଗ କଣ୍ଠ ସଙ୍ଗୀତ--୨୦୨୦' ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି…
ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୫ଟି କରୋନା ପଜିଟିଭ୍ : ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୫ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ରୁ ୪ଜଣ , ଆନ୍ଧ୍ରପ୍ରଦେଶରୁ ଜଣେ ଫେରନ୍ତା । ଚିହ୍ନଟ ହୋଇଥିବା…
ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ରକ୍ତଦାନ ଶିବିର
ବରଗଡ :- କୋରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ମଧ୍ୟ ଦେଶ ଆଂଶିକ ଲକଡାଉନ ଦେଇ ଗତି କରୁଛି । ଦେଶରେ ଲକଡାଉନ ଆରମ୍ଭ ହେବା ପରଠାରୁ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ପ୍ରତକ୍ଷ ଭାବରେ ପ୍ରତ୍ୟେକ ବ୍ଲକରେ କ୍ରମାଗତ ଭାବରେ ସେବା କାର୍ଯ୍ୟ ଜାରି ରଖାଯାଇଛି । ରନ୍ଧା ଖାଦ୍ୟ…
ଲୋକ ମାନିଲେନି : ସିଲ ହେଲା ମାର୍କେଟ ବିଲଡିଂ
ଭୁବନେଶ୍ୱର: ଗତକାଲି ଅସ୍ୱାଭାବିକ ଭିଡ ଓ କୋଭିଡ କଟକଣା ଅବମାନନା ଅଭିଯୋଗରେ କେତେକ ବଡ ଦୋକାନକୁ ସିଲ କରିବା ପରେ ଆଜି ସିଲ ହୋଇଛି ମାର୍କେଟ ବିଲଡିଂ |
ଲୋକଙ୍କୁ ଯେତେ ବୁଝେଇଲେ ବି ଲାଭ ହେଲାଣି | ଲୋକ ମାନିଲେନି | ଗହଳି ହେଲା | ସାମାଜିକ ଦୂରତା ବଦଳରେ ରଥଯାତ୍ରା ପରି ଦିହ ଘାସାଘଷି…