ବିବାଦରେ  ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକାଙ୍କ ନିଯୁକ୍ତି ନବୀକରଣ 

ସରକାରୀ ମାର୍ଗଦର୍ଶିକାର ଚରମ ଉଲ୍ଲଙ୍ଘନ ଅଭିଯୋଗ  ମହିଳା କର୍ମଚାରୀଙ୍କ ଚୌକି ମୋହ ଆଗରେ ଆଂଠେଇପଡିଛି ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ) - ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟିକା ଭାବେ କାର୍ଯ୍ୟ କରି ଆସିଥିବା ଜଣେ ମହିଳା କର୍ମଚାରୀ ଏକବର୍ଷରୁ…

ଆସନ୍ତାକାଲି ସକାଳ ୧୦ଟା ରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ

ବଲାଙ୍ଗୀର// ନିରୋଜ ମିଶ୍ର : ଆସନ୍ତାକାଲି ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଦୁଇଟି ଶ୍ରମିକ ସ୍ପେସିଆଲ ଟ୍ରେନ ବଲାଗିଂର ଆସିବ । ତେଣୁ ଆସନ୍ତାକାଲି ସକାଲ ୧୦ଟା ରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବଲାଗିଂର ସହର ର ରେଲୱେ ଷ୍ଟେସନ-ମଦନଗୁଡିଆ ଛକ ଭାଗିରଥି ଛକ-କୋସଲ ଛକ ରାସ୍ତା , ବେହେରାପାଲି…

ବିଳମ୍ବରେ ଶ୍ରୀଜୀଉଙ୍କ ରଥକାମ ଆରମ୍ଭ ହୋଇ ବି ଭାଙ୍ଗିଲାନି ପରମ୍ପରା 

ଭଉଁରୀରେ ହେଲା ହେଲା ମହାପ୍ରଭୁଙ୍କ ରଥର ଚକଡେରା ; ରଥ ଯାତ୍ରାକୁ ନେଇ ଦୂର ହେଉଛି ଅନିଶ୍ଚିତତା  ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଅନୁଷ୍ଠିତ ହେଲା ଆୟୋଜିତ ବୈଠକ ପୁରୀ( ଶାସକ ପ୍ରଶାସକ) ଶ୍ରୀଜୀଉଙ୍କ ଘୋଷଯାତ୍ରାକୁ ନେଇ ରହିଥିବା ଅନିଶ୍ଚିତତା ଆପାତତଃ…

ଗଜପତିରେ କୋଭିଡ୍ ସ୍ଥିତି ଅନୁଧ୍ୟାନ କଲେ 5ଟି ସଚିବ

http://www.youtube.com/watch?v=PSfXgkxPFK8 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶହଶହ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରିପ୍ରେକ୍ଷୀରେ ରାୟଗଡ଼ା , ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ ୩ ଜିଲ୍ଲା ଗସ୍ତ କରିଛନ୍ତି 5ଟି ସଚିବ ଭି କେ…

ଶିକ୍ଷାବିତଙ୍କ ବିୟୋଗରେ ଶୋକର ଛାୟା

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷାବିତ ଅଜୟ ତାଲଡିଙ୍କର ଆଜି ପ୍ରତ୍ୟୁଷରେ  ଦେହାନ୍ତ ହୋଇଛି। ସେ ସ୍ଥାନୀୟ ସେଣ୍ଟ ମେରିଜ ସ୍କୁଲରେ କମ୍ପ୍ୟୁଟର ଇନଷ୍ଟ୍ରକ୍ଟର ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ  ପରିବାର ଲୋକେ ତାଙ୍କୁ ପ୍ରଥମେ…

ଦଇତା ସେବକ ମାନଙ୍କ ପାଇଁ ଅନୁଷ୍ଠିତ ହେଲା କରୋନା ସଚେତନତା କାର୍ଯ୍ୟକ୍ରମ 

ପୁରୀ ( ଶାସକ ପ୍ରଶାସକ) : ଶ୍ରୀଜୀଉଙ୍କ ରଥଯାତ୍ରାରେ ଦଇତା ସେବକମାନଙ୍କ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଥିବା ବେଳେ ସେମାନଙ୍କ ପାଇଁ ଆଜି ଅନୁଷ୍ଠିତ ଯୋଇଯାଇଛି ଏକ କରୋନା ସଚେତନତା କାର୍ଯ୍ୟକ୍ରମ | ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର…

ଲଘୁଚାପ ଆଂଫାନ ଆଜି ସଂଧ୍ୟାରେ ଅବପାତର ରୂପ ନେବ:ଏସଆରସି ପ୍ରଦୀପ ଜେନା 

ଭୁବନେଶ୍ୱର:  ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଆଂଫାନ ଆଜି ସଂଧ୍ୟାରେ ଅବପାତର ରୂପ ନେବ | ଏହା  ସହିତ ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ହେଲେ କେଉଁଠ ଲ୍ୟାଣ୍ଡ ଫଲ୍‌ କରିବ ବା ତାହାର ଗତିପଥ ଓ ସ୍ୱରୂପ କଣ ରହିବ ତାହା ଏ ଯାବତ ସ୍ପଷ୍ଟ  ଜଣାପଡ଼ିନାହିଁ।…

କନାବାଗେରି ଜନକଲ୍ୟାଣ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନାବାଗେରି ଜନକଲ୍ୟାଣ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି I ଗୁରୁବାର ଦିନ ସମିତିର ଏକ ପ୍ରତିନିଧି ଦଳ ଘୁ.ଉଦୟଗିରି ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ…

ତାମିଲନାଡୁର ୨୮ଜଣ ଶ୍ରମିକଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ରାୟଗଡା ଜିଲ୍ଲାରୁ ଆଣିଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତାମିଲନାଡୁରେ କାର୍ଯ୍ୟରତ ଥିବା ଗଜପତି ଜିଲ୍ଲାର ୨୮ଜଣ ଶ୍ରମିକ ଗୁରୁବାର ଦିନ ସକାଳେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ରାୟଗଡା ରେଲୱେ ଷ୍ଟେସନରେ ପହଞ୍ଚିଲେ। ସେମାନଙ୍କୁ ଆଣିବା ଲାଗି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡ଼ା ଅଧିକାରୀ…