Sign in
Sign in
Recover your password.
A password will be e-mailed to you.
ରାୟଗଡ଼ାରେ କୋବିଡ଼ ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ
ରାୟଗଡା/ଶାସକ ପ୍ରଶାସକ: ଶହ ଶହ ପ୍ରବାସୀ ଓଡ଼ିଆଙ୍କ ଆଗମନ ପରିପ୍ରେକ୍ଷୀରେ ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ ଏହି ୩ଜିଲ୍ଲା ଗସ୍ତ କରିଛନ୍ତି 5- ଟି ସଚିବ ଭି କେ ପାଣ୍ଡିଆନ । ଏହିକ୍ରମରେ ଶ୍ରୀ ପାଣ୍ଡିଆନ ରାୟଗଡା ଜିଲ୍ଲାରେ ପହଂଚି କୋବିଡ଼…
ନୟାଗଡ ଜିଲ୍ଲା କରଡ଼ା ସଙ୍ଗ ରୋଧ ଗୃହରୁ ଚିହ୍ନଟ ହେଲେ ୩ ପଜିଟିଭ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଶରଣକୁଳ ନିକଟସ୍ଥ ହରିହରପୁର ସଙ୍ଗରୋଧ ଗୃହରେ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ ମାନେ ହରିହରପୁର ନିକଟସ୍ଥ କରଡ଼ା ସଙ୍ଗରୋଧ ଗୃହରେ ରହୁଥିଲେ । ପୂର୍ବରୁ ଏଠାରୁ ଜଣେ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ…
କୋବିଦରୁ ମୁକ୍ତି ପାଇଲେ ଆଉ ୮ ଜଣ
ଭୁବନେଶ୍ୱର : କୋବିଦରୁ ମୁକ୍ତି ପାଇଲେ ଆଉ ୮ ଜଣ | ଏହା ଫଳରେ କୋବିଦ ଜାଲରୁ ମୁକୁଳିଥିବା ବ୍ୟକ୍ତି (ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା) ଙ୍କ ସଂଖ୍ୟା ୧୬୬ ରେ ପହଂଚିଛି | ଏମାନଙ୍କ ମଧ୍ୟରୁ ୪ଜଣ ଯାଜପୁର, 2 ଜଣ ଭଦ୍ରକରୁ , ବାଲେଶ୍ୱର ଓ କେନ୍ଦୁଝରରରୁ ଜଣେ ଲେଖାଏ ସୁସ୍ଥ ହୋଇଥିବା…
ସଂଗରୋଧ କେନ୍ଦ୍ରରେ ଆତ୍ମହତ୍ୟା କଲେ ପ୍ରବାସୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଁଳା ପଂଚାୟତର ଡମ୍ବରୁଡ଼ିହା ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ମୃତ ଦେହ କେନ୍ଦ୍ର ନିକଟ ମହୁଲ ଗଛରେ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ମୃତକ ଜଣକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ…
ଗ୍ରୀନ ଯୋନରେ କରୋନା ପାଇଁ ଓଏସଆରଟିସି କରୁଛି କି ବ୍ୟବସ୍ଥା !!!!!
ପଦ୍ମପୁର- ଳକଡାଉନରେ ପ୍ରବାସୀ ଓଡ଼ିଆ ମାନେ ସୁବିଧାରେ ନିଜ ଘରକୁ ଫେରିପାରିବେ ବୋଲି ସରକାର ସାରା ଭାରତରେ ୧୫ଗୋଟି ଟ୍ରେନ ଚଳାଚାଳର ବ୍ୟବସ୍ଥା କରିଛନ୍ତି । ଗତକାଲି ବଲାଙ୍ଗୀର କୁ ଟ୍ରେନ ଯୋଗେ ବରଗଡ଼ ଓ ବଲାଙ୍ଗୀର ତଥା ଆଖପାଖ ଅଞ୍ଚଳର ପ୍ରବାସୀ ଓଡ଼ିଆ ମାନେ ପହଞ୍ଚିଥିଲେ । ସେମାନଙ୍କୁ…
କରୋନା ଯନ୍ତ୍ରଣା ଉପଶମ କରିବାକୁ ସହାୟତାର ହାତ ବଢ଼ାଇଲା ଲାୟନସ କ୍ଲବ ଭୁବନେଶ୍ୱର
ଭୁବନେଶ୍ୱର(ଶାସକ ପ୍ରଶାସକ)କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଲକ ଡାଉନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ଅସହାୟଙ୍କ ସହାୟତା ପାଇଁ ରାସ୍ତାକୁ ଓହ୍ଳାଇ ଆସିଥିଲା ଲାୟନସ କ୍ଲବ ଭୁବନେଶ୍ୱର ଓଡିଶା(LCB Orissa no 029182)| ଲାୟନସ କ୍ଲବ ଭୁବନେଶ୍ୱର କର୍ମକର୍ତ୍ତାମାନେ ଏହାର ଉତ୍ସାହୀ…
ନୂଆ ୬୧ କରୋନା ପଜିଟିଭ ସୂଚନା ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର (ଶାସକ ପ୍ରଶାସକ) ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଥିବା ନୂଆ ୧୩ ଜଣ ପଜିଟିଭଙ୍କ ମିଶାଇ ରାଜ୍ୟରେ ୧୪ ତାରିଖରେ ଆଉ ୬୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାରେ ୧୩, ବାଲେଶ୍ୱରରେ ୧୨,…
ଶୀତଳଷଷ୍ଠୀ ମିଳିତ ସମନ୍ବୟ ସମିତିର ନିଷ୍ପତ୍ତି : ଦିନଟିଏ ଯାତ୍ରା, ହେବନି ନାଚ ଗୀତ
http://www.youtube.com/watch?v=eYXRukZQC7g
ପ୍ରଶାସନର ଡାକରାକୁ ସମିତିର ପ୍ରତ୍ୟାଖ୍ୟାନ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ଦୁଇ ଦିନ ନହୋଇ ଦିନିକିଆ ହେବ। ମେ' ୨୯ ତାରିଖ ଶୁକ୍ରବାର ସକାଳ ୭ଟା ବାହାରି ସଂଧ୍ୟା ୪ଟାରେ ଶେଷ ହେବ। ଏହି ଅବସରରେ…
ଉନ୍ନୟନ କମିଶନରଙ୍କ ସହ ତିନି ଜିଲ୍ଲା ଗସ୍ତରେ ୫ଟି ସଚିବ
file photo
ଭୁବନେଶ୍ୱର(ଶାସକ ପ୍ରଶାସକ) : ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି ଗଂଜାମ ସମେତ ତିନି ଜିଲ୍ଲା ଗସ୍ତରେ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହ | ଗଂଜାମ…