Sign in
Sign in
Recover your password.
A password will be e-mailed to you.
ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ କଲେଜରେ ଖୁବଶୀଘ୍ର କୋଭିଡ ପରୀକ୍ଷା
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ଦୈନିକ ୧୫,୦୦୦କୁ ବୃଦ୍ଧି କରିବା ଲକ୍ଷ୍ୟରେ ବଲାଙ୍ଗୀର, କୋରାପୁଟ ଏବଂ ବାରିପଦା ମେଡିକାଲ କଲେଜରେ ଖୁବଶୀଘ୍ର ପରୀକ୍ଷା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |
ଏହି ନିର୍ଦ୍ଦେଶ କ୍ରମେ ରାଜ୍ୟରେ କୋଭିଡ୍-୧୯…
ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶରୁ ଆସିଲେ ୬୫ ପ୍ରବାସୀ ଓଡ଼ିଆ ।
ବାରିପଦା(ଦିଲ୍ଲୀପ ମହାନ୍ତି))- ଆନ୍ଧ୍ରପ୍ରଦେଶରୁ ଏକ ଟ୍ରକ୍ ଯୋଗେ ୬୫ ଜଣ ପ୍ରବାସୀ ଓଡ଼ିଆ ଆଜି ମୟୁରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛନ୍ତି । ଵାରିପଦା ସହର ମଧ୍ୟରେ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକରେ ଏତେ ସଂଖ୍ୟାରେ ଲୋକମନେ ବୋଝେଇ ହୋଇ ଯାଉଥିବା ଦେଖି କିଛି ଲୋକ ପୋଲିସ କୁ…
ଯୋଦ୍ଧା ତାଲିକାରେ ସାମିଲ ହେଲେ ପଂଚାୟତ ଜିଲ୍ଲାପାଳ
ଭୁବନେଶ୍ୱର (ଶାସକ ପ୍ରଶାସକ) : କିଛି ଦିନ ତଳେ ସରପଂଚ ମାନଙ୍କୁ କରୋନା ମୁକାବିଲା ପାଇଁ ଜିଲ୍ଲାପାଳ କ୍ଷମତା ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିଛନ୍ତି | କରୋନା ଯୁଦ୍ଧରେ ସେମାନେ ଏବେ ଆଗଧାଡିର ସୈନିକ ପାଲଟିଯାଇଥିବା ଯୋଗୁ…
ପର କରିଦେଇ ପରଲୋକରେ ସଂଗ୍ରାମୀ ଭବାନୀ ଚରଣ
ଶୋକଵ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ଆମ ଗହଣରେ ନାହାନ୍ତି | କ୍ୟାପିଟାଲ ହସ୍ପିଟାଲରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ…
ଲକ ଡାଉନ ଭିତରେ ବି କମୁନି ବଳି ଚୋରାଚାଲାଣ
ଖବର ପାଇଁ ଘଟଣା ସ୍ଥଳରେ ପହଁଚିଲେ ତହସିଲଦାର , ଜବତ କଲେ ୬ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି
ବରଗଡ :- ପ୍ରଶାସନର କଡା ଆଭିମୁଖ୍ୟ ସତ୍ୱେ ଥମୁ ନାହିଁ ଚୋରା ବାଲି ଚାଲାଣ । ପ୍ରତ୍ୟେକ ଦିନ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲି ଖଦାନ ମାନଙ୍କରୁ ନିୟମିତ ଭାବରେ ଚୋର…
ସାମାଜିକ ଦୂରତା ତଥା ଆବଶ୍ୟକୀୟ ସଚେତନତା ଭିତରେ ତ୍ୱରାନ୍ୱିତ ହୋଇଛି ରଥ ନିର୍ମାଣ
ରଥ ଚକରେ ପଇଲାଗି ହୋଇ ଆରମ୍ଭ ହେଲାଣି ବିଭୋର ବାଡିଆ
ସପ୍ତମ ଦିନରେ ଦ୍ରୂତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ଥର୍ମାଲ ସ୍କ୍ରନିଂ ପରେ ୧୬୨ ସେବାୟତ ସୁସ୍ଥ ଥିବା ଜଣାପଡିଛି
ଦୁଇ ଦିନରେ ହେଲାଣି ୧୩୦ ସେବାୟତଙ୍କ ସ୍ୱାବ ସଂଗ୍ରହ
ପୁରୀ(ଶାସକ ପ୍ରଶାସକ)…
One nation, one ration card will be implemented, says FM Sitharaman
FM Sitharaman makes 2nd phase of announcement on economic package
Free food grain supply to all migrants for next 2 months
affordable rental housing for migrants and urban poor
PDS ration cards to be made portable…
କର୍ଫ୍ୟୁ ସମୟ ବଢ଼ିଲା ରାତି 9 ଟା ଯାଏଁ
ବଲାଙ୍ଗୀର(ନିରୋଜ ମିଶ୍ର) ପ୍ରବାସୀ ଶ୍ରମିକଙ୍କ ଫେରିବାକୁ ନେଇ ବଲାଙ୍ଗିର ଜିଲା ପ୍ରଶାସନ ସହରର କେତୋଟି ରାସ୍ତାରେ କର୍ଫ୍ୟୁ ଘୋଷଣା କରିଥିଲେ। ଗୁରୁବାର ସେହି ଘୋଷଣାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବ ଘୋଷିତ ରାସ୍ତା ମାନଙ୍କରେ କର୍ଫ୍ୟୁ ସମୟକୁ ଆହୁରି ତିନି ଘଣ୍ଟା ବଢ଼ାଇ…
କୋଭିଡ-୧୯ ବିରୁଦ୍ଧରେ ଲଢେଇ ପାଇଁ ପିଏମ୍ କେୟାର୍ସ ପାଣ୍ଠି ଟ୍ରଷ୍ଟ ତରଫରୁ ୩୧୦୦ କୋଟି ଆବଂଟିତ
୨୦୦୦ କୋଟି ଟଙ୍କାରେ କିଣାଯିବ ଭେଣ୍ଟିଲେଟର୍ସ , ୧୦୦ କୋଟିରେ କରାଯିବ ଟୀକା ବିକାଶ
୧୦୦୦ କୋଟି ଟଙ୍କା ଉପଯୋଗରେ ପ୍ରବାସୀ ଶ୍ରମିକଙ୍କ କରାଯିବ ଦେଖାଶୁଣା
ନୂଆଦିଲ୍ଲୀ : ପିଏମ କେୟାର୍ସ (Prime Minister’s Citizen Assistance and Relief in Emergency…
government has ordered for an enquiry into the alleged misbehaviour of Baliapal BDO towards migrant…
Bhubaneswar (shasak prashasak) Odisha Government has ordered for an enquiry into the alleged misbehaviour of Baliapal Block Development Officer (BDO) towards migrant Odia workers, informed Panchayati Raj and Drinking Water Minister6 Pratap…