ଝାରବନ୍ଧ-ମନୋହର ଦାଶ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ ଠାରେ ୧୪ତମ j.m.b ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ ହୋଇ ଯାଇଛି।ଉଦଘାଟନୀ ଦିବସ ରେ ନିଲଜିପତରା ଟିମ ବିଜୟି ହୋଇଛନ୍ତି।ଲଉଡିଦରହା ୟୁଥ କ୍ଲବ ଆନୁକୂଲ୍ୟ ରେ ଆୟୋଜିତ ଏହି ତୁର୍ଣ୍ଣ।ମେଣ୍ଟ ରେ ଯୁବ ସଙ୍ଗଠକ ମନୀଷ ଜଗତ,ମିନେନ୍ଦ୍ର ଜଗତ,ଓ ପଦ୍ମପୁର ର ବରିଷ୍ଠ ଓକିଲ ଯୋଗେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ।ଆଜିର ପ୍ରଥମ ମ୍ୟାଚ ରେ ନିଲଜିପତ୍ରା ଟିମ ପ୍ରଥମେ ବ୍ୟାଟିଂ କରି ଖେଳ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ମ୍ୟାଚରେ ଅମ୍ପାୟାର ଭାବେ ତୁଲାରାମ ପାତ୍ର,ବିଦ୍ୟାଧର ବାଗ,ଗଗନ ପ୍ରଧାନ, ଯୋଗେଶ ପ୍ରଧାନ,ପ୍ରମୁଖ ଙ୍କ ସମେତ ଗ୍ରାମବାସି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.