ବିଧାୟିକାଙ୍କ ଆକ୍ରମଣ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ବିଜେଡିର ନିମ୍ନଗାମୀ ଲୋକପ୍ରିୟତାକୁ ହିଂସାଦ୍ୱାରା ରୋକାଯାଇ ପାରିବ ନାହିଁ: ସତ୍ୟବ୍ରତ ପଣ୍ଡା  ରାଜ୍ୟରେ ଆଦିବାସୀ ମହିଳା ବିଧାୟିକା ଥାନା ପରିସରରେ ବି ସୁରକ୍ଷିତ ନୁହନ୍ତି  ଝାରସୁଗୁଡାର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ଆଇନଶୃଙ୍ଖଳା ସ୍ଥିତିକୁ ସଜଡାଯାଉ…

ଝାରସୁଗୁଡ଼ା ନିକ୍ତିମାଲରେ ବିଜେପିର ହିଂସା: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଦେଲା ବିଜେଡି

 ଗାଁ ଲୋକଙ୍କୁ ବିଜେପି ପ୍ରାର୍ଥୀ ଟଙ୍କଧର  ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଧମକଚମକ ଓ ଗାଳିଗୁଲଜ  ବିଜେଡ଼ି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କଲେ, ଟେକା ପଥର ଫିଙ୍ଗିଲେ ବିଜେପି କର୍ମୀ  ଦୋଷୀ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି…

ଜେଇଇ ମେନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା : ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ହାସଲ କରିଛନ୍ତିା ଏହି ପରୀକ୍ଷାରେ ୫୪ ଜଣ ଛାତ୍ରଛାତ୍ରୀ ୮୦ ପର୍ସେଣ୍ଟାଇଲ୍ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨୧ ଜଣ ଛାତ୍ରଛାତ୍ରୀ ୯୦ ପର୍ସେଣ୍ଟାଇଲରୁ ଅଧିକ ନମ୍ବର ରଖି…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି । ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ…

ପ୍ରସିଦ୍ଧ ବୈଶାଖ ମେଳା ର ଆଜି ଚତୁର୍ଥ ଦିନ

https://youtu.be/DZoRenxIqD4 ଉପଜିଲ୍ଲାପାଳ ଙ୍କର ଦ୍ୱାରା ବୈଶାଖ ମେଳା ପରିସର ରେ ଉପଖଣ୍ଡ ସାମ୍ବାଦିକ ସଂଘର ଜଳଛତ୍ର ଉଦଘାଟନ ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ଙ୍କର ପବିତ୍ର ପୀଠରେ ବିଗତ ଏକ ତାରିଖରୁ ମହାପ୍ରଭୁଙ୍କ ଙ୍କର ଜନ୍ମୋତ୍ସଵ ଓ…

ନନ୍ଦାହାଣ୍ଡି ବିଡ଼ିଓଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଥାଇଥାନ ହେଲେ ପୋଲୁଗୁଡାର ଚର୍ଚ୍ଚିତ ୨…

ନବରଙ୍ଗପୁର/ ଅଶୋକ ସାହୁ: ଗତ ୮ ଦିନ ତଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବ୍ଲକର ଜଗନ୍ନାଥପୁର ଗ୍ରାମ ପଂଚାୟତର ପୋଲୁଗୁଡାକୁ ପରିଦର୍ଶନ କରିଥିଲେ।ଏହି ପରିଦର୍ଶନ ସମୟରେ ପୋଲୁଗୁଡା ଗ୍ରାମର ଦିନ ମଜୁରିଆ ତ୍ରିନାଥ ଜାନିଙ୍କ ସମସ୍ୟା ଉପରେ ଜାଣିବାକୁ ପାଇଥିଲେ। ସ୍ତ୍ରୀ  ବିମଳା…

ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ଶିକ୍ଷକ।

ସୁନ୍ଦରଗଡ଼ / ରାଉରକେଲା (ବସନ୍ତ କୁମାର ଜେନା):- ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ସ୍କୁଲ ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସି ତାଙ୍କ ପ୍ରତି ସରକାରଙ୍କ ଅବହେଳା ନୀତି ଓ ଦୁଇ ମାସର ବକେୟା ଦରମା ସମ୍ବନ୍ଧେ ବଣେଇ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି।ଶିକ୍ଷକ…

ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ-୧ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦାୟ ସମ୍ବର୍ଦ୍ଧନା…

ଏକାଦଶ କୃଷି ଗଣନା ୨ୟ ପ୍ରର୍ଯ୍ୟୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ଏବଂ ଜିଲ୍ଲାପ୍ରଶାସନ ତରଫରୁ ଏକାଦଶ କୃଷି ଗଣନା ପାଇଁ ଗଜପତି…

ଆଇଟି ବିଭାଗ ଏବଂ ୟୁସିଟି ମଧ୍ୟରେ ତଥ୍ୟ, ନୀତି ଓ ଗବେଷଣା କେନ୍ଦ୍ର ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ତଥ୍ୟଭିତ୍ତିକ ଗବେଷଣାକୁ ଆଗେଇନେବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ (ୟୁସିଟି) ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ତଥ୍ୟର ନିର୍ଭରଯୋଗ୍ୟତା ଏବଂ ସଂରକ୍ଷଣ ବୃଦ୍ଧି କ୍ଷେତ୍ରରେ ଚିକାଗୋ…