ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ର ଶିଶୁରୋଗ ବିଭାଗ ପକ୍ଷରୁ ବିଶ୍ୱ ଟୀକାକରଣ ସପ୍ତାହ ପାଳନ ଅବସରରେ ଏକ ଦୁଇ ଦିନିଆ ଏଚ୍ପିଭି ଭାକ୍ସିନେସନ୍ ଅଭିଯାନ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି…

ଆଇଆଇଟି ଭୁବନେଶ୍ୱର-ଡିଆରଡିଓ ସହବନ୍ଧନ କିକ୍-ଅଫ୍ ବୈଠକ ଆୟୋଜିତ

ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠାର ସମ୍ଭାବନା ସଂକ୍ରାନ୍ତରେ ଅନୁଶୀଳନ ଭୁବନେଶ୍ୱର, ୭ ମଇ ୨୦୨୪: ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏବଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ମଧ୍ୟରେ ଗବେଷଣାମୂଳକ…

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ ପ୍ରଚାର

ପଦ୍ମପୁର /ଶିବାଶିଷ ପଟ୍ଟନାୟକ : - ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କ ମାରାଥନ୍ ପ୍ରଚାର ଆରମ୍ଭ ହୋଇଛି। ମଙ୍ଗଳବାର ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ସମାରପାଲି, ଦ. ନୂଆପାଲି, ସାରଙ୍ଗପୁର, ଘନାମାଲ,…

ବିଦ୍ୟା ବିହାରରେ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ତରଫରୁ " ବିଶ୍ୱ  ରେଡ଼କ୍ରସ୍ ଦିବସ " ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ…

ଦ୍ଵିତୀୟ ପର୍ଯ୍ୟାୟ ଇଭିଏମ୍ ରାଣ୍ଡୋମାଇଜେସନ୍ ସମାପ୍ତ

ବରଗଡ଼:-ବରଗଡ଼ ଜିଲ୍ଲାରେ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏକକାଳୀନ ସାଧାରଣ ନିର୍ବାଚନ କରିବା ଲାଗି ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି I ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋଏଲଙ୍କ ନେତୃତ୍ତ୍ୱରେ ବରଗଡ଼ ସଂସଦୀୟ କ୍ଷେତ୍ର ଏବଂ…

ଜଗତସିଂହପୁର,ପାରାଦ୍ଵୀପ,ତିର୍ତ୍ତୋଲ ଓ ବାଲିକୁଦା- ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

ଜଗତସିଂହପୁର, ତା-୦୮.୦୫.୨୦୨୪/ସୁମନ୍ତ କୁମାର ଦାସ: ନାମାଙ୍କନ ପତ୍ର ଦାଖଲ ର ଦ୍ଵିତୀୟ ଦିନରେ 104 ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଜି ଉପ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ଙ୍କ ନିକଟରେ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଶ୍ରୀ କୈଳାସ…

ଜିଲ୍ଲାପ୍ରଶାସନ ପକ୍ଷରୁ ଗୋପବନ୍ଧୁ ଚୌଧୁରୀ ଙ୍କ ଜନ୍ମ ଦିବସ ପାଳିତ

ଜଗତସିଂହପୁର, ତା-୦୮.୦୫.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ଆନୁକୁଲ୍ୟରେ ବିଶିଷ୍ଟ ଗାନ୍ଧିବାଦୀ, ସ୍ଵାଧୀନତା ସଂଗ୍ରାମୀ ତଥା ତ୍ୟାଗବୀର ଗୋପବନ୍ଧୁ ଚୌଧୁରୀ ଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ର ବଙ୍ଗଳା ଛକ ଏବଂ ଖେରସ ଛକ…

ଜଗତସିଂହପୁର ଜିଲ୍ଲାରେ ଖର୍ଚ୍ଚ -ପର୍ଯ୍ୟବେକ୍ଷକଙ୍କ ଯୋଗଦାନ ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଜଗତସିଂହପୁର, ତା-୦୮.୦୫.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ନିମନ୍ତେ ତିନି ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଯୋଗଦେଇଛନ୍ତି। 16-ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ…

ଭଞ୍ଜନଗର,ଆସ୍କା,ସୋରଡ଼ା,ବିଧାନ ସଭାର ରିଣ୍ଡୋମାଇଜ଼ସନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ମେ ମାସ ୮ ତାରିଖ ୨୦୨୪ ବୁଧବାର ଦିନ ନିର୍ବାଚନ ନିରୀକ୍ଷଣ ପର୍ଯ୍ୟବେକ୍ଷକ ଶ୍ରୀ ହରିମୋହନ ମୀନା,ରିଟର୍ଣିଂ ଅଧିକାରୀ ଶ୍ରୀ ଅନିଲ କୁମାର ସେଠୀ,ଶ୍ରୀ ବିଶ୍ୱ ରଞ୍ଜନ କର,ଏଂବ ନିର୍ବାଚନ ଲଢ଼ୁଥିବା ପାର୍ଥୀ…

ନବରଙ୍ଗପୁରର ବିଭିନ୍ନ ଅଂଚଳରେ ଅବକାରୀ ଚଢ଼ାଉ

ନବରଙ୍ଗପୁର/ ଅଶୋକ ସାହୁ, ଶାସକ ପ୍ରଶାସକ.: ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି, ନବରଙ୍ଗପୁର ଜିଲ୍ଲାପାଳ ଡ଼. କମଳଲୋଚନ ମିଶ୍ର ଙ୍କ ତଥା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦେଶ କ୍ରମେନବରଙ୍ଗପୁର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ପ୍ରତଖ୍ୟ ତତ୍ୱା ଅବଧାନ ରେ,…