ବେଲଗୁଣ୍ଠାରେ ଚତୁର୍ଥ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ…

ଗୁଣପୁର ମହାବିଦ୍ୟାଳୟରେ ରକ୍ତଦାନ ଶିବିର: ୯୧ ୟୁନିଟ୍ ରକ୍ତ ସଂଗ୍ରହ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟ, ଗୁଣପୁରରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ୍ ୯୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଗୁଣପୁର ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଓ…

ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ

https://youtu.be/DRhx_FusBDk • ସୁଭଦ୍ରା ଯୋଜନାରେ କାମ କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ • ଉପମୁଖ୍ୟମନ୍ତ୍ରୀ କହିଲେ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛି ଭୁବନେଶ୍ୱର, 21/09/2024: ଆକ୍ରମଣର ଶିକାର ଅଙ୍ଗନବାଡି…

ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଵଚ୍ଛତା ହିଁ ସେବା କୁ ଆଧାର କରି ଆଞ୍ଚଳିକ ପରିବହନ ଅଧିକାରୀ ସାଗୁଆ ମାଝୀ ଙ୍କ ନେତୃତ୍ବରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ଏସ୍ ଆର୍ ଟି ସି, ଘରୋଇ ବସ୍ ମାଲିକ ସଂଘ ଓ ସାମଜିକ ଅନୁଷ୍ଠାନ ମାନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବସ ଷ୍ଟାଣ୍ଡ ରୁ ସରକାରୀ ଡାକ୍ତର…

ସମାଜର ସଠିକ୍ କଥାକୁ ନିର୍ଭୀକ ଭାବେ ଉପସ୍ଥାପିତ କରିବା ସାମ୍ବାଦିକଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ – ଧର୍ମେନ୍ଦ୍ର…

 ଆଗାମୀ ପିଢିର ଯୁବ ସାମ୍ବାଦିକମାନେ ସମାଜରେ ନୂଆ ମାପଦଣ୍ଡ ତିଆରି କରନ୍ତୁ ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ – ସାଧାରଣ ଲୋକଙ୍କ ଅପେକ୍ଷା ତଥା ସମାଜର ସକରାତ୍ମକ ଓ ସଠିକ୍ କଥାକୁ ନିର୍ଭୀକ ଭାବରେ ଉପସ୍ଥାପିତ କରିବା ଜଣେ ସାମ୍ବାଦିକର କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ଶନିବାର…

ନୂଆଦିଲ୍ଲୀରେ ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହ

ନୂଆଁଖାଇ ଦେଶରେ ନୂଆ ପରିଚୟ ତିଆରି କରିଛି- ଧର୍ମେନ୍ଦ୍ର ପ୍ରଧାନ • ଦେଶ ବିଦେଶରେ ଓଡ଼ିଆମାନେ ନୂଆଁଖାଇ ପାଳନ କରିବା ଖୁସିର ବିଷୟ • ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସର • କରିପାରିଥିବାରୁ ଜୁହାର୍ ପରିବାରର ସମସ୍ତ…

ନୂଆ ସରକାରଙ୍କ ପ୍ରତି ନିଷ୍ପତ୍ତିରେ ରହିଛି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ନବଜାଗରଣର ସୁବର୍ଣ୍ଣ ସ୍ପର୍ଶ :…

ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ବଲାଙ୍ଗିର.ନିରୋଜ ମିଶ୍ର(୨୧/୯): ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଲୋକଙ୍କ ସରକାର୧୦୦ ଦିନ ପୂରଣ କରିଛି । ଏହି ୧୦୦ ଦିନ ମଧ୍ୟରେ ରାଜ୍ୟ ସରକାର ଓଡିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତିପାଇଁ ବିଶେଷକରି ଗରିବ, କୃଷକ, ଯୁବକ ଓ…

ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

 ବଲାଙ୍ଗିର: ଆଜି ପୂର୍ବାହ୍ନରେ ବଲାଙ୍ଗିର କନ୍ଧପାଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ରାଜ୍ୟସ୍ତରୀୟ ଯୁବା ବିସିଜି ଟୀକାକରଣ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳ…

ଯୁବ ରେଡକ୍ରସ୍ ଶାଖାର ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ପରିସରରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ବରେ ଯୁବ ରେଡକ୍ରସ୍ ଶାଖାର ପ୍ରବେଶିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ରେଡକ୍ରସ୍ ସଂଯୋଜକ ଶ୍ରୀ ପରମାନନ୍ଦ ରଥ ମୁଖ୍ୟ ଅତିଥି ଭାବରେ…

ଥାନା ରେ ମହିଳା ଅସୁରକ୍ଷିତ. ରାଜଭବନ ରେ କର୍ମଚାରୀ ମାଡ ଖାଉଛନ୍ତି: ରାଜ୍ୟ ରେ ଆଇନ ଶୃଙ୍ଖଳା ଥିବା ପରି ଅନୁଭବ…

https://youtu.be/UpNni677598 କେନ୍ଦ୍ରାପଡା ଓ ଗଜପତି ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଙ୍କୁ ଭେଟିଲେ ନବୀନ ପଟ୍ଟନାୟକ. " ସଂଗଠନ କୁ ମଜବୂତ କର ଏବଂ ସରକାରଙ୍କ ମିଛ ବିଷୟରେ ଲୋକଙ୍କୁ ସଚେତନ କର" ୨୦୦୦ ରୁ ୨୦୨୪ ମଧ୍ୟରେ ଓଡିଶା ରେ ଗରିବୀ ୭୦…