Sign in
Sign in
Recover your password.
A password will be e-mailed to you.
ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ
ଓଡ଼ିଶା ନୌବାଣିଜ୍ୟର ଇତିହାସକୁ ଯୁବପିଢ଼ୀଙ୍କ ନିକଟରେ ପହଞ୍ଚାଇବାପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନନ୍ୟ ପ୍ରୟାସ
ସଂସ୍କୃତି କକ୍ଷରେ ଜମୁଛି ଲୋକଙ୍କ ଭିଡ଼, ଡିଜିଟାଲ୍ କୁଇଜ୍ ମାଧ୍ୟମରେ ଓଡ଼ିଶାର କାଳଜୟୀ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି…
୭୧ ତମ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ
ଜଗତସିଂହପୁର: ୧୯.୧୧.୨୦୨୪/ସୁମନ୍ତ କୁମାର ଦାସ: ୭୧ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଅବସରରେ, ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସମବାୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ…
ବିଶ୍ଵ ଶୌଚାଳୟ ଦିବସ ଉପଲକ୍ଷେ ଜିଲ୍ଲା ଜଳ ଓ ପରିମଳ ମିଶନ ର ପ୍ରଥମ କାର୍ଯ୍ୟନିର୍ବାହୀ କମିଟି ବୈଠକ
ଜଗତସିଂହପୁର,ତା-୧୯.୧୧.୨୦୨୪/ସୁମନ୍ତ କୁମାର ଦାସ: ଭାରତ ର ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛ ଶୌଚାଳୟ ଅଭିଯାନ ୧୯.୧୧.୨୪ ଠାରୁ ୧୦.୧୨.୨୪ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ…
ଥଣ୍ଡାରେ ଥରୁଛି ଓଡ଼ିଶାର ଡାର୍ଜିଲିଙ୍ଗ , ୬.୬ ଡିଗ୍ରୀକୁ ଖସିଲା ପାରଦ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ଶୀତ ବଢିବାରେ ଲାଗିଛି । ପାରଦ ଖସି ୬.୬ରେ ପହଞ୍ଚିଥିବା କହିଛି କ୍ରୁଷି ଗବେଷଣା କେନ୍ଦ୍ର। ରବିବାର ଦିନ ୭.୭ ଡିଗ୍ରୀ ଥିବା ବେଳେ ସୋମବାର ଦିନ ୭.୨ ଡିଗ୍ରୀ ରହିଥିଲା । ସେହି ପରି ଫୁଲବାଣୀରେ 10…
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୭ ଟି ବିଭାଗ ର ୬୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।୭ ଟି ବିଭାଗ ମଧ୍ୟରୁ ରାଷ୍ଟ୍ରୀୟ ଆବିଷ୍କାର…
ଜିଲ୍ଲାସ୍ତରୀୟ ବିଶ୍ଵ ଶୌଚାଳୟ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବିଶ୍ବ ଶୌଚାଳୟ ଦିବସ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ…
ଜନ୍ମ ଜୟନ୍ତୀ ରେ ବିଜୟ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି।
ରକ୍ତଦାନ ଶିବିର ରୁ ୫୨ ୟୁନିଟ୍ ରକ୍ତ ସଂଗ୍ରହ
ବରଗଡ଼ ;-ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ , ରାଜ୍ୟ ସରକାର ଙ୍କର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ପଦ୍ମପୁର ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଆଜି ଥିଲା ଜନ୍ମ ଜୟନ୍ତୀ। ପାଇକମାଲ ବ୍ଲକ…
ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ
ଭାବନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ତା. ୧୯.୧୧.୨୦୨୪ : ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଙ୍କ ପୌରହିତ୍ୟରେ…
ବନ୍ଧୁକ ଦେଖେଇ ଲୁଟିନେଲେ ୮ ଲକ୍ଷ ୩୦ ହଜାର ଟଙ୍କା
ବାଣପୁର :(ସେକ କୌସର ):ବନ୍ଧୁକ ମୁନରେ ଝାମ୍ପି ନେଇଗଲେ ୮ ଲକ୍ଷ ୩୦ ହଜାର ଟଙ୍କା, ୩ ରାଉଣ୍ଡ ବ୍ଲାଙ୍କ ଫାଇରିଙ୍ଗ ଆଜି ସନ୍ଧ୍ୟାରେ ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରେ ଏକ କାର କୁ ଅଟକାଇ ୩ ଜଣ ଦୁର୍ବୃତ୍ତ ଏକ ପଲସର ରେ ଆସି ବନ୍ଧୁକ ଦେଖାଇ ଝାମ୍ପିନେଲେ ୮ ଲକ୍ଷ…
ପ୍ରାକ୍ ସତର୍କ ସୂଚନା, ଆଗୁଆ ପଦକ୍ଷେପ: ରିଲାଏନ୍ସ ଫାଉଣ୍ଡେସନ-ୟୁଏନ୍ ଇଣ୍ଡିଆ ପକ୍ଷରୁ ଆଲୋଚନାଚକ୍ର ଆୟୋଜିତ
- ଭାରତର ବିଭିନ୍ନ ରାଜ୍ୟ ଏବଂ ଗ୍ଲୋବାଲ ସାଉଥର ବିଭିନ୍ନ ଦେଶରୁ ସହଭାଗୀମାନେ ଏକତ୍ରିତ ହୋଇଥିଲେ
- ତଟୀୟ ପରିବ୍ୟବସ୍ଥାରୁ ଲାଭ କରାଯାଇଥିବା ଶିକ୍ଷାକୁ ନେଇ ପ୍ରାକ୍ ସତର୍କତା ସୂଚନା ଏବଂ କାର୍ଯ୍ୟପନ୍ଥାଗୁଡିକ ସୁଦୃଢ କରିବା ଉପରେ ଆଲୋଚନା କରାଯାଇଥିଲା
- ଏକ ଅଧିକ ମଜଭୁତ…