ଏକଦିବସୀୟ ଆୟୁର୍ବେଦ ନାଡୀ ଚିକିତ୍ସା ଅନୁଷ୍ଠିତ

ପଦ୍ମପୁର :- ନବ ପ୍ରଭାତ ଗୁରୁକୂଳ ଆଶ୍ରମ ନୂଆପାଲି ଠାରେ ଅମୃତ ସନ୍ଧାନମ୍ ଆନୁକୁଲ୍ୟରେ ପୂର୍ବ ତନ ମୂଖ୍ୟ ଚିକିତ୍ସକ ପତଞ୍ଜଳି ଯୋଗପୀଠ ହରିଦ୍ଵାର ର ବୈଦ୍ୟ ଡଃ ସୁବାଷ ନାୟକ ଙ୍କ ତତ୍ତ୍ଵାବଧାନରେ ରେ ଆୟୂର୍ବେଦ ଏକଦିବସୀୟ ନାଡୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ରେ ଡଃ ନାୟକ…

ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟ ର ଇକୋ କ୍ଲବ ତରଫରୁ ଆର୍ଦ୍ରଭୂମି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷୟିତ୍ରୀ ଚୁମକି ବିଶି…

ବେହେରାମାଲ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ…

ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବାର ନମ୍ୱର୍ ୱାର୍ଡ ରେ ଥିବା ମହିଶା ପଦା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ କବିତା ମହାପାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇ ଯାଇଛି। ଅନୁଷ୍ଟିତ ସଭା କାର୍ଯ୍ୟ କ୍ରମ ରେ ପ୍ରଧାନ…

ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ କଳାହାଣ୍ଡି ଜିଲ୍ଲା ପୋଲିସ ସଫଳ

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ 3 କୋଟି 51ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି,…

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

କେଜ୍ରିଓ୍ଵାଲଙ୍କ ଦୁର୍ନୀତି ଓ ଲୁଟ୍ ରାଜନୀତିକୁ ଦିଲ୍ଲୀବାସୀ ଭଲରେ ଜାଣିଲେଣି -ଧର୍ମେନ୍ଦ୍ର ପ୍ରଧାନ • ମାଲବୀୟ ନଗର ଓ ଗ୍ରେଟର କୌଳାସ ବିଧାନସଭା ନିର୍ବାଚନମଣ୍ଡଳୀରେ କଲେ ପ୍ରଚାର • ଦିଲ୍ଲୀ ଜନସାଧାରଣଙ୍କ ସମେତ ଓଡିଆ ଜନତାଙ୍କୁ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ • ଆପକୁ ହଟାଇ…

ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଡା. ବ୍ରଜରାଜଙ୍କୁ ସରକାରଙ୍କ ପକ୍ଷରୁ ସାଧୁବାଦ ଜଣାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ…

ଭୁବନେଶ୍ୱର 31.01.25 - ଚିକିତ୍ସକମାନଙ୍କୁ କାହିଁକି ସମାଜ ସର୍ବାଧିକ ସମ୍ମାନ ଦିଏ ତାହା ଆଜି ଡାକ୍ତର ଶ୍ରୀ ବ୍ରଜରାଜ କର ପ୍ରମାଣ କରିଛନ୍ତି। ନିଜଦେହ ଅସୁସ୍ଥ ଥିବା ଯୋଗୁଁ ସାଲାଇନ ଲାଗିଥିବା ସତ୍ତ୍ୱେ ଗଜପତି ଜିଲ୍ଲା ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଶ୍ରୀ…

ଉତ୍କଳରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଡକ୍ଟର ବେଦାଙ୍ଗ ଦାସ ମହାନ୍ତି

ଭୁବନେଶ୍ୱର, ୩୧/୦୨: " ମିଟ ଦି ଆଲୁମ୍ନି " ବକ୍ତୃତାମାଳା ଶୃଙ୍ଖଳାରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ଆଲୁମ୍ନି କନେକ୍ଟର ମିଳିତ ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଡକ୍ଟର…

୮ରୁ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ “ଉତ୍ତାଲଗଡ଼ ଉଚ୍ଛବ”

ବିଜେପୁର /ସୁଶାନ୍ତ ସାହୁ ସମ୍ବଲପୁରୀ କୋଶଲି ଭାଷାର ରାଜ୍ୟସ୍ତରୀୟ ନାଟକ ସଂସ୍କୃତି ହୋତ୍ସବ ଉତ୍ତାଲଗଡ଼ ଉଚ୍ଛବ ଆସନ୍ତା ଫେବ୍ରୁଆରି ୮ତାରିଖରୁ ଆରମ୍ଭ ହେବା ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବିଜେପୁର ବ୍ଲକ ତାଳପଦର ସ୍ଥିତ ଉତ୍ତାଲଗଡ଼ ନାଟ୍ୟ ସଂସଦ ପକ୍ଷରୁ ଖଗେଶ୍ଵର ମଣ୍ଡପଠାରେ ଆୟୋଜିତ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶ ସ୍ୱାଧୀନତା ପାଇଁ ବଳି ଦେଇଥିବା ଶହୀଦ ମାନଙ୍କର ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ…