ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବୋଲସୋନରୋ 

0

ବ୍ରାସିଲିଆ:  ଆଗାମୀ ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନରୋ | ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବାକୁ ବ୍ରାଜିଲ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ରାଷ୍ଟ୍ରମୁଖ୍ୟ ବୋଲସୋନରୋଙ୍କୁ ସାକ୍ଷାତ କରି ଏହି ନିମନ୍ତ୍ରଣ ପ୍ରଦାନ କରିଛନ୍ତି | ମୋଦିଙ୍କ ନିମନ୍ତ୍ରଣକୁ ରକ୍ଷାକରି ବୋଲସୋନରୋ ଜନରାଜ୍ୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି | 

Leave A Reply

Your email address will not be published.