ସିନାପାଲି ମହାବିଦ୍ୟାଳୟରେ ଓଡିଶା ସାହିତ୍ୟ ଏକାଡେମୀ ଓ ପାଠ ଉତ୍ସବ 

0 2

ସିନାପାଲି(ନିରାକାର ମେହେର) ସିନାପାଲି କଲେଜ ର ସଭା ଗୃହ ରେ ଓଡିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ର ମିଳିତ ଅନୁକୂଲ୍ୟରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟକ୍ରମର ଉଦଘାଟନି ଅଧିବେଶନ ରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ଼. ଶୁସାନ୍ତ ବିଶି ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଅତିଥି ଭାବରେ ଗବେଷକ ଡ଼. ଜିତାମିତ୍ର ପ୍ରସାଦ ସିଂଦେବ. ସମ୍ମାନିତ ଅତିଥି ବୈଷମଫାୟନ ମେହେର. ପ୍ରତୁଲ ପଣ୍ଡା, ଡ଼ ମିହିର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବ ରେ ଅବସର ପ୍ରାପ୍ତ ପ୍ରଫେସର ଡ଼ ମାନ ଭଂଜନ ପ୍ରଧାନ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ଆରମ୍ଭ ରେ ଅଧ୍ୟାପକ ଧ୍ରୁବଚରଣ ପ୍ରଧାନ ଅତିଥି ପରିଚୟ ଦେଇଥିଲେ ! ସ୍ୱର ସଙ୍ଗମ କଳା ପରିଷଦ ସିନାପାଲିର ଅଧ୍ୟକ୍ଷ ତ୍ରିନାଥ ମେହେର ଙ୍କ ନେତୃତ୍ୱ ରେ କଳାକାର ମାନେ ପ୍ରାରମ୍ବକ ସଂଗୀତ ଗାଁନ କରିଥିଲେ, | ଅଧ୍ୟାପକ ନବୀନ ଚନ୍ଦ୍ର ମେହେର ସ୍ବାଗତଂ ଭାଷଣ ପ୍ରଦାନ କରିଥିଲେ !

 

Leave A Reply

Your email address will not be published.