ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଜୁ କଲ୍ୟାଣ ମଣ୍ଡପ ଠାରେ ଫେଷ୍ଟିଭାଲ ଫାଉଣ୍ଡେସନ ଅଫ୍ ଓଡ଼ିଶା ତରଫରୁ ଆୟୋଜିତ ହୋଇଥିବା ରଜ ମହୋତ୍ସବ – ୨୦୨୬ ରେ ଗଜପତି ଜିଲ୍ଲା ର କବି ଲେଖିକା ସଂଗଠିକା ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ , ଫରେଷ୍ଟ ଅଫିସର , ଆଇଆଇସି , ମ୍ୟାନେଜର ଅଫ ରିଜର୍ଭ ବ୍ୟାଙ୍କ ପ୍ରମୁଖ ମଞ୍ଚାସୀନ ଥିଲେ। ଜଣେ କବି ଓ ଲେଖିକା ଭାବରେ ଭବିଷ୍ୟତ ରେ ଉତ୍ତରୋତ୍ତର ଅଗ୍ରଗତି ନିମନ୍ତେ ସମସ୍ତେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସଂଗଠିକା ଭାବ ରେ ଗଜପତି ଜିଲ୍ଲାରେ ତାଙ୍କର ସଂଯୋଜନା କୁ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.