ବାଇକ ସାଇକେଲ ଧକା : ୨ ଗୁରୁତର 

0

ସିନପାଲ୍ଲୀ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କୁସୁମଜୋର ଗ୍ରାମ ନିକଟରେ ବାଇକ ଓ ସାଇକଲ ମୁହାଁ ମୁଁହି ହେବା ଯୋଗୁଁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି,! ଆହତ ଦ୍ୱୟ ହେଲେ ଛତିଶଗଡ ଗାରିଆବନ୍ଧ ଜିଲ୍ଲା ଦେଭୋଗ ଥାନା ଚିଚିଆ ଗାଁ ରାଜକୁମାର ଅଟି ଓ କୁସୁମଜୋର ଗାଁ ର ଗହଁଟିଆ  ରାଉତ !ସନ୍ଧ୍ୟା ରେ ରାଜକୁମାର ମୋଟର ସାଇକିଲ ରେ ନିଜ ଗାଁ କୁ ଫେରୁଥିବା ସମୟ ରେ କୁସୁମଜୋର ପାଖରେ ସାଇକଲ ଆରୋହୀ ଗଁହଟିଆ ଙ୍କ ସହିତ ମୁହାଁ ମୁଁହି ହେଇଥିଲା !ଏଥିରେ ଉଭୟେ ପଡି ଗୁରୁତର ଆହତ ହେଇ ଥିଲେ !ସ୍ଥାନିୟ  ଲୋକେ ଦୁଇ ଜଣ ଙ୍କୁ ସିନାପାଲି ଗୋଷ୍ଟି ଚିକିସ୍ୟା ଲୟ କୁ  ଆଣି ଥିଲେ !ଏବେ ଉଭୟ ଙ୍କ ଚିକିତ୍ସା  ଚାଲିଛି ବୋଲି ଜଣା ପଡୁଛି !

Leave A Reply

Your email address will not be published.