ଜାତୀୟ ସ୍କୁଲଗେମ୍ ଟେନିସ୍ ବଲ୍ କ୍ରିକେଟ୍, ଗୋଆ ଠାରୁ ଓଡ଼ିଶା ପରସ୍ତ,ଗୁଜୁରାଟ ବିପକ୍ଷରେ  ବିଜୟ ହାସଲ

0

 

ଆଜିଠୁ ମଧ୍ୟପ୍ରଦେଶରେ ୬୩ ତମ ଜାତୀୟ ସ୍କୁଲଗେମ୍ ଟେନିସ୍ ବଲ୍ କ୍ରିକେଟ୍ ଆରମ୍ଭ ଓଡିଶା ଟିମ୍ ଗୃଫ୍ B ରେ ସ୍ଥାନ ପାଇଛି ଓଡିଶା ର ୫ଟି ଲିଗ୍ ଥିବାବେଳେ ଆଜି ୨ଟି ମ୍ୟାଚ ଖେଳିଛନ୍ତି ପ୍ରଥମ ଲିଗ୍ ରେ ଗୋଆ ଠାରୁ ଓଡ଼ିଶା ପରସ୍ତା ହୋଇଛି, ଓଡ଼ିଶା – ୬୬/୬,( ୧୦ ଓଭର ) ଗୋଆ – ୬୭/୪ (୭.୦୨ ଓଭର) ଦ୍ୱିତୀୟ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ଭଲ ଖେଳି ଓଡିଶାର ୬ ୱିକେଟରେ ବିଜୟ ହାସଲ କରିଛି , ଗୁଜୁରାଟ ୬୧/୫ ( ୧୦ ଓଭର ) ଓଡ଼ିଶା – ୬୩/୪ (୮.୨ )ଓଭର

Leave A Reply

Your email address will not be published.