ଆସିଲା ଶ୍ରାବଣ ମାସ ତୃତୀୟ ସମବାର ରେ ଧବଳେଶ୍ୱର ମନ୍ଦିର ରେ ଲାଗିଛି ଭିଡ଼.

3

କାଶୀପୁର ରୁ ବୈକୁଣ୍ଠ ଦୁରିଆ – ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ଆସି ଯାଇଛି ଓ ଶ୍ରାବଣ ମାସର ତୃତୀୟ ସମବାର ଦିନ ପୋଡାପାଡ଼ି ଧବଳେଶ୍ୱର ଶିବ ମନ୍ଦିର ଠାରେ ଶିବ ଙ୍କ ଭକ୍ତ ଖାନ୍ଦ ରେ ଖାଉଡ଼ି ଧରି ଶିବ ଙ୍କ ଲିଙ୍ଗ ରେ ପାଣି ଉଠାଇ ଢ଼ାଳିବା ଦେଖିବାକୁ ମିଳିଛି ଛୋଟ ଛୋଟ ଝିଅ ପୁଅ ସହ ପୁରୁଷ ଓ ମହିଳା ମଧ୍ୟ ଏହି ଶ୍ରାବଣ ମାସ କୁ ପୁରା ମାସ ସାରା ପାଳନ କରିଥାନ୍ତି ଓ ପ୍ରତେକ ସମବାର ଦିନ ଶିବ ଙ୍କ ପାଖରେ ନଦୀରୁ ପାଣି ଉଠାଇ ଶିବ ଙ୍କ ଲିଙ୍ଗରେ ଡାଳିଥାନ୍ତି ଏହି ତୃତୀୟ ସୋମବାର ରେ ପୋଡ଼ାପାଡ଼ି ଧବଳେଶ୍ୱର ବୋଲ ବୋମ ତରଫରୁ ଧବଳେଶ୍ୱର ମନ୍ଦିର ରେ ଆସୁଥିବା ଭକ୍ତ ବା ବୋଲ ବୋମ କରୁଥିବା ଭକ୍ତ ଙ୍କୁ ଜ୍ୟୋତି ରତ୍ନ ଚୌଧୁରୀ ଅର୍ଣ୍ଣ ଭୋଗ ଆୟୋଜନ କରିଥିଲେ ଓ ଲବ, ଉମାକାନ୍ତ, ବିକାଶ, ମୋହନ, ପବିତ୍ର, ମୁକୁନ୍ଦ, ବିଶି, ରିଙ୍କୁ ସହ ଗ୍ରାମବାସୀ ସହଯୋଗ କରିଥିଲେ |

Leave A Reply

Your email address will not be published.