ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସନ୍ଧ୍ୟାରେ ସ୍ଥାନୀୟ ରାଜବାଟି ନିକଟରେ ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ସ୍ୱର୍ଗତା ସୌମ୍ୟାଶ୍ରୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପାରଳାଖେମୁଣ୍ଡି ସହରର ବଶିଷ୍ଠ ବ୍ୟକ୍ତି ସମେତ ମହିଳା ମାନେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଗତିର ସଭାପତି କଳ୍ପନା ପଟ୍ଟନାୟକ , ସମ୍ପାଦିକା ତନୁଜା ଶତପଥୀ , ଉପ ସଭାପତି ଲୋକନାଥ ମିଶ୍ର , ଇତିଶ୍ରୀ ମହାପାତ୍ର , ଡ.ଭାରତୀ ପାଣିଗ୍ରାହୀ , ମାନସୀ ପଣ୍ଡା , ପ୍ରଫୁଲ୍ଲ ବେବର୍ତ୍ତା , ଇପ୍ସିତା ପାଢୀ , ଡାକ୍ତର ମୁର୍ମୁ , ବିଚିତ୍ରାନନ୍ଦ ବେବର୍ତ୍ତା , ହରିମୋହନ ପଟ୍ଟନାୟକ , ରବିନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.