ବାସୁଦେବପୁର -କଂଗ୍ରେସ ପକ୍ଷରୁ ଦିଆ ଯାଇଥିବା ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି ବାସୁଦେବପୁର ରେ ।ଦୋକାନ ବଜାର ସହ ସ୍କୁଲ କଲେଜ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଛି। ଶାନ୍ତି ଶୃଙ୍ଖଳା ର ସହ ବନ୍ଦ ପାଳନ ହୋଇଛି। କଂଗ୍ରେସ ସହ ସି ପି ଆଇ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ସି ପି ଆଇ ଏମ୍ ଓ ଅନ୍ୟ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ବିଧାୟକ ଅଶୋକ କୁମାର ଦାସ ବନ୍ଦ ପାଳନ ରେ ସାମିଲ ହୋଇ ଆତ୍ମ ଦାହ ଦେଇଥିବା ନ୍ୟାୟ ପ୍ରଦାନ ସହ ମୁଖ୍ୟ ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଛନ୍ତି। ବାସୁଦେବପୁର ବ୍ଲକ ର ସମସ୍ତ ସ୍ଥାନ ରେ ବନ୍ଦ ପାଳନ ହେଉଛି। ସକାଳ ଛଅ ରୁ ସଂଧ୍ୟା ଛଅ ଘଟିକା ଯାଏ ଏହି ବନ୍ଦ ପାଳନ ହେଉଛି। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇ ସମ୍ପୂର୍ଣ ନଜର ରଖାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post