ନବ ନିଯୁକ୍ତ ସ୍କିମେଟିକ୍ ଶିକ୍ଷକ ଙ୍କ ବୈଠକ ।

0 1

( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁଶିବରାମ ଜେନା) : ଆଜି ସ୍ଥାନୀୟ ପୂର୍ତ୍ତ ଓ ନିର୍ମାଣ ବିଭାଗର ଡାକ ବଙ୍ଗଳା ରେ, ନବନିଯୁକ୍ତ ସ୍କିମେଟିକ୍ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ର ଆୟୋଜନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ଶିକ୍ଷକ ସଂଘର ସଭାପତି ଶ୍ରୀ ନାଗେଶ୍ଵର ବାରିକ ଓ ସମ୍ପାଦକ ଶ୍ରୀ ଵିଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ନାଗେଶ୍ଵର ବାରିକ ଓ ବିଜୟ କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନତାରେ ନେତ ଓ ନେତ୍ରୀ ଚୟନ ପ୍ରକ୍ରିୟାକୁ ଆରମ୍ଭ କରି ଥିଲେ। ସର୍ଵ ସମ୍ମତି କ୍ରମେ , ସଭାପତି ସୁଶ୍ରୀ କଲ୍ୟାଣ ବାନା ମହାରଣା, ଉପସଭାପତି ଵିଶ୍ଵଜିତ୍ କୁମାର ନାୟକ, ସମ୍ପାଦକ ଗଜାନନ ଦଳେଇ,ସହ ସମ୍ପାଦକ ଶିବପ୍ରସାଦ ବେହେରାକୋଷାଧ୍ୟକ୍ଷ ମୋନାଲିସା ସାହୁ, ନାରୀ ପ୍ରତିନିଧି
ପ୍ରଜ୍ଞା ମୟୀ ଦଳେଇ, ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ନିର୍ବାଚିତ ହୋଇଥିଲେ । ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଥିଲେ ଓଜେଟିଏ ସଭାନେତ୍ରୀକଲ୍ୟାଣୀ ବାଳା ମ‌ହା୍ରଣା, ଓ ରାଜ୍ୟ ସଂଯୋଜକ ସୁନୀଲ କୁମାର ବୈଦ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡିଛି।

Leave A Reply

Your email address will not be published.