ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିରସ ପଞ୍ଚାୟତ ଅଧୀନ ସ୍ଥାନୀୟ ସରପାଞ୍ଚ ରୁଚିଶ୍ମିତା ବାରିକ୍ ଙ୍କ ବାସ ଭବନରେ ବିରସ ବିଜେଡି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ବାସୁଦେବପୁର ର ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ବିରସ ବିଜେଡି ର ବରିଷ୍ଠ ନେତା ନିରଞ୍ଜନ ଦାସ ,ବିଜୟ କୁମାର ନାୟକ, ସରପଞ୍ଚ ରୁଚି ସ୍ମିତା ବାରିକ୍, ପ୍ରଫୁଲ୍ଲ ପଳିତା, ରବି ନାୟକ ଉପସ୍ଥିତ ଥିଲେ।ଏହି ଅବସରରେ ବିରସ ପଞ୍ଚାୟତ ର ଯୁବ ବିଜେଡ଼ି କର୍ମୀ ଜିତେନ୍ଦ୍ର ଦାସ ଙ୍କ ସହ ବହୁ ଯୁବ ବିଜେଡ଼ି କର୍ମୀ ଓ ବରିଷ୍ଠ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post