ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ରାଜ୍ୟ ସଂଗଠନର ସାମାଜିକ ଗଣମାଧ୍ୟମ ଟିମ ଘୋଷିତ

0 1

 

ଭୂବନେଶ୍ୱର(ବ୍ୟୁରୋ): ଘୋଷଣା ହୋଇଛି ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର (ଆରଜିପିଆରଏସ) ସାମାଜିକ ଗଣମାଧ୍ୟମ ଟିମ । ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ହର୍ଷବର୍ଦ୍ଧନ ସପକାଲଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସାମାଜିକ ଗଣମାଧ୍ୟମ ଟିମ ଘୋଷଣା କରାଯାଇଛି । ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ଏହି ଟିମରେ ରାଜ୍ୟରୁ ବଛା ବଛା ଯୁବ ସଂଗଠକ ସାମିଲ ହୋଇଛନ୍ତି । ସୁଦର୍ଶନଙ୍କ ଏହି ଟିମରେ ଆଦିତ୍ୟ ନାଥ, ଅଞ୍ଜନ କୁମାର ସିଂଘାଙ୍କୁ ରାଜ୍ୟ ସଂଯୋଜକ ସହ ଦିଲେଶ୍ୱର ଜାଲ, ମନୋଜ କୁମାର ବେବେରା, ସୁନିଲ ସାହାଣୀ, ମହମ୍ମଦ ଅକିଲ୍, ହେମ ପ୍ରସାଦ ଜଗତ, କୁନୁ ମିଶ୍ର, ଅଜୟ କୁମାର ଜେନାଙ୍କୂ ରାଜ୍ୟ ସାମାଜିକ ଗଣମାଧ୍ୟମର ସହ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.