ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ଭୁବନେଶ୍ୱରପୁର ଚମ୍ପିୟାନ

0

ଝାରବନ୍ଧ ରୁ ସଦାନନ୍ଦ ବେହେରା : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ସଲଡ଼ିହି ଗ୍ରାମରେ ବିଜୁ ଜନତା ଦଳ କ୍ରିକେଟ ଟୁର୍ନାମେଣ୍ଟ  ଉଦଯାପିତ ହୋଇ ଯାଇଛି। ଏହି  ତୁଣ୍ଡ।ମେଣ୍ଟ ରେ 26 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ  ମ୍ୟାଚ ରେ ଭୁବନେଶ୍ୱରପୁର ଓ ଦୁଡୁକିଝର ମଧ୍ୟରେ ଖେଳା ଯାଇଥିଲା ଓ ଭୁବନେଶ୍ୱରପୁର ବିଜେତା ହୋଇଥିଲା। 

ଏହି ଫାଇନାଲ ମେଚ୍ ରେ ବରଗଡ ଜିଲ୍ଲା ବିଜେଡି ଅଧ୍ୟକ୍ଷ ଶ୍ରୀ ବିଜୟ ରଂଜନ ସିଂ ବରିହା,  ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ, ଗୋଠୁଗୁଡ଼ା ପଂଚାୟତ  ସରପଞ୍ଚ ଶ୍ରୀ ପ୍ରୀତମ ନାଏକ, ବାଲ୍ମୀକି ନାଏକ, ଅଳତାଫ, ଧୁବଳେ ସାହୁ,  ଦେବାର୍ଚନ ବରିହା,  କୁଣ୍ଡଳ  ବରିହା, ମନବୋଧ ବରିହା, ନେହେରୁ ବରିହା ଯୋଗ ଦେଇ ବିଜେତା ଓ ଉପ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ବାସ ପାତ୍ର, ନେହେରୁ ବରିହା, ଗଜୀନ୍ଦ୍ର ପାତ୍ର, ସୁରୁଲାଲ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

 

Leave A Reply

Your email address will not be published.