ଆର୍ ଏସ ଏସ୍ ପକ୍ଷ ରୁ ବିଜୟା ଦଶମୀ ପାଳନ।

0 1

 ବାସୁଦେବପୁର – ବାସୁଦେବପୁର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳନ କରା ଯାଇଛି। ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ରୁ ଆର୍ ଏସ ଏସ ର ସଞ୍ଚଳନ ବାହାରି ନଗର ପରିକ୍ରମା କରିଥିଲା। ପରେ ସ୍ଥାନୀୟ ଏ ବି ହାଇସ୍କୁଲ ପଡିଆ ଠାରେ ବିଜୟା ଦଶମୀ ଉତ୍ସବ ପାଳନ କରା ଯାଇଛି। ନଗର କାର୍ଯ୍ୟ ବାହ ରଶ୍ମି ରଂଜନ ପଲାଇ ଙ୍କ ସଂଯୋଜନା ରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ବସନ୍ତ କୁମାର ଦାସ ଓ ମୁଖ୍ୟ ବକ୍ତା ଭାବେ ପାର୍ଥ ସାରଥୀ ଦାସ ଯୋଗ ଦେଇଥିଲେ।

Leave A Reply

Your email address will not be published.