ବିଭିନ୍ନ ସ୍ଥାନ ରେ ଦୁର୍ଗାପୂଜା ପାଳନ।

0 2

ବାସୁଦେବପୁର – ଶାରଦୀୟ ଦୁର୍ଗାପୂଜା ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ସମସ୍ତ ପୂଜା ମଣ୍ଡପ ରେ ଭକ୍ତ ମାନଙ୍କ ର ଗହଳ ଚହଳ ଲାଗି ରହିଛି। ବାସୁଦେବପୁର ପୌର ପରିଷଦ ଓ ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ମା ଙ୍କ ପୂଜା ମଣ୍ଡପ ରେ ଧୁମ୍ ଧାମରେ ମା ପୂଜା ପାଉ ଛନ୍ତି। ଏହି ଅବସର ରେ ବିଭିନ୍ନ ସ୍ଥାନ ରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବାର ଅଛି ବୋଲି ସୂଚନା ମିଳିଛି। ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ତାରିଣୀ ଛକ,, ପୌର ପରିଷଦ କାର୍ଯ୍ୟାଳୟ ଆଗ , ତୃପ୍ତି ମହିଳା ମହାବିଦ୍ୟାଳୟ ଆଗ, ନରସିଂପୁର ବେତଦା, ବ୍ରାହ୍ମଣ ଗାଁ, ବିନାୟକପୁର, କୃଷ୍ଣପୁର, ଇରମ, ସହ ଅନେକ ପଂଚାୟତ ରେ ପୂଜା କମିଟି ପକ୍ଷରୁ ମା ଙ୍କ ପୂଜା ବେଶ୍ ଧୁମ୍ ଧାମରେ ରେ ପାଳନ କରାଯାଉଛି। ପୂଜା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହେବାର ଅଛି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.