ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଜଗତସିଂହପୁର ନିର୍ବାନମଣ୍ଡଳୀ ତରଫରୁ ବିଜେଡିର ବରିଷ୍ଠ ନେତା ପ୍ରଶାନୁ କୁମାର ମୁଦୁଲିଙ୍କ ନେତୃତ୍ବରେ ପଦଯାତ୍ରାର ଶୁଭାରମ୍ଭ

0 2

ଜଗତସିଂହପୁର ତ ୦୨.୧୦.୨୦୨୪ ସୁମନ୍ତ କୁମାର ଦାସ: ପବିତ୍ର ବିତ୍ର ଗାନ୍ଧୀ ଦଳ ଜୟନ୍ତୀ ଅବସରରେ ବିଜୁ ଜନତା ଜଗତସିଂହପୁର ନିର୍ବାନମଣ୍ଡଳୀ ତରଫରୁ ରାଯାଇଛି ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ କୁମାର ର ମୁଦୁଲିଙ୍କ ନେତୃତ୍ୱରେ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି ଏହି ପଦଯାତ୍ରା ଗାନ୍ଧିଛକ ନିକଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜିତ ହୋଇଥିଲା ଓ ସାରଦା ମଣ୍ଡପ ନିକଟରେ ରେ ଏକ ସଧାରଣ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁନା ଖାଁ, ବିଜେଡିର ବରିଷ୍ଠ ନେତା ଶ୍ରୀଯୁକ୍ତ ଚିରଞ୍ଜିବ ବିଶ୍ବାଳ, ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ବ୍ଲକ ଅଧ୍ୟକ୍ଷା ଶ୍ରୀମତି କନକ ପ୍ରଭା ଲେଙ୍କା, ବିଜେଡ଼ି ବରିଷ୍ଠ ଉପ‌ସଭାପତି ଶ୍ରୀଯୁକ୍ତ ଦୀପ୍ତି ଦାସ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ରାଉଳ, ବିବେକାନନ୍ଦ ବେହେରା, ମମତା ପରିଡ଼ା, ଇତୁ ବାବୁ, କାଳନ୍ଦୀ ପତି,ଦିଲ୍ଲୀପ ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ରତିଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ମନୋଜ ଜ କୁମାର ଭୋଇ, ବ୍ଳକ ଅଧ୍ୟକ୍ଷା ଶ୍ରୀମତି ମତି କନକ ପ୍ରଭା ଲେଙ୍କା, ବିଜେଡ଼ି ବରିଷ୍ଠ ଉପସଭାପତି ଶ୍ରୀ ଶ୍ରୀଯୁକ୍ତ ଦୀପ୍ତି ଦାସ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜ ଞ୍ଜନ ରାଉଳ, ବିବେକାନନ୍ଦ କାଳନ୍ଦୀ ପତି,ଦି ଦାନନ୍ଦ ବେହେରା, ମମତା ପରିଡ଼ା, ଇତୁ ବାବୁ, ପତି,ଦିଲ୍ଲୀପ ଲେଙ୍କା, ବ୍ଲକ ଉପାଧ୍ଯକ୍ଷ ରତି ରଞ୍ଜନ ବେହେ ବେହେରା, ସୁଜିତ ପୁହାଣ, ଦିଲ୍ଲୀପ ଲ୍ଲୀପ ସିଂ, ଅଦେଇତ ଜେନା, ପ୍ରଶାନ୍ତି ମଲ୍ଲିକ, ପ୍ରଶାନ୍ତ ବେହେରା, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସମିତ୍‌ ଲେଙ୍କା, ବ୍ଲକ ମହିଳା ବିଜେଡ଼ି ସଭାପତି ପ୍ରଭାତୀ ମହାନ୍ତି, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ରାଜୀବ ବେହେରା ସମସ୍ତ ସରପଞ୍ଚ ଓ ସଭ୍ୟ, ପୌରପରିଷଦର ଷୋଳ ଜଣ କାଉନସିଲର, ସମସ୍ତ ୱାର୍ଡର ୱାର୍ଡ ସଭାପତି,ସମସ୍ତ ପଞ୍ଚାୟତର ବିଜେଡ଼ି ସଭପତି, ପ୍ରତ୍ୟୁଷ ପରିଡ଼ା, ସମ୍ବିତ ମହାନ୍ତି, କାଳନ୍ଦୀ ସ୍ଵାଇଁ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ସାମିଲ ହୋଇଥିଲେ।

Leave A Reply

Your email address will not be published.