ବରଗଡ ଜ଼ିଲ୍ଲା ବିଜେପୁର ଠାରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପବିତ୍ର ଅବସରରେ ସଦସ୍ୟତା ଅଭିଯାନ

0 2

ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଠାରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପବିତ୍ର ଅବସରରେ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତିଆ ଭାରତୀୟ ଜନତା ପାର୍ଟି ର ଏକ ସକ୍ରିୟ ନାଗରିକ ହିସାବରେ ସଦସ୍ୟତା ଅଭିଯାନ ରେ ନିଜେ ସାମିଲ ହୋଇ ବିଜେପୁର ଅଂଚଳ ରେ ଘରକୁ ଘର ଯାଇ ଜନତାଙ୍କ ସମସ୍ୟା ମାନ ବୁଝିଥିଲେ l ଓ ତାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ l ସଦସ୍ୟତା ଅଭିଯାନ ରେ ଜ଼ିଲ୍ଲାପରିଷଦ ଜୋନ 2ର ସୁଶାନ୍ତ ଗଡ଼ତିଆ, କାଉନଶିଳର ଶ୍ରୀମତୀ ସମାରି ମେହେର, ମହେଶ ଦେଵେତ, ବିଜେପୁର ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନ, ଶ୍ରୀମତୀ ଯୋଗେଶ୍ୱରୀ ସେଠ, ରଜନୀ ଗଡ଼ତିଆ, ବିସିକେଶନ ମେହେର, ଆନନ୍ଦ ବାରିକ, ଆଲୋକ ଗିରି, ଶ୍ରୀମତୀ କ୍ରିଷ୍ଣା ଭୋଇ, ପୂର୍ବତନ ଜ଼ିଲ୍ଲାଅଧକ୍ଷ୍ୟା ସୁନାଫୁଲ ସେଠ, ଦୀପକ ସାହୁ, ସୁରେଶ ପଧାନ ଓ ଭାରତୀୟ ଜନତା ପାର୍ଟି ର ବହୁ କାର୍ଯ୍ୟକର୍ତା ଅଭିଯାନ ରେ ସାମିଲ ଥିଲେ l

Leave A Reply

Your email address will not be published.