ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଠାରେ ଚାଳିଛି ସଦସ୍ୟତା ଅଭିଯାନ, ହଜାର ହଜାର ଲୋକ ହେଉଛନ୍ତି ସଦସ୍ୟ । ବରଗଡ଼ ଜିଲ୍ଲା ବିଜେପୁର ଠାରେ ରବିବାର ସନ୍ଧ୍ୟା ରେ ବିଜେପୁର ଜିଲ୍ଲା ପରିଷଦ ଶୁଶାନ୍ତ ଗଡତିଆ ଙ୍କ ସହ ମଣ୍ଡଲ ସଭାପତି ଯୋଗୀନ୍ଦ୍ର ପଧାନ, କାଉନଶିଳର ଶ୍ରୀମତୀସମାରିମେହେର,ଯୋଗେଶ୍ୱରୀ ସେଠ, ସୁଶାନ୍ତ ସାହୁ ଙ୍କ ସମେତ ଦଳୀୟ କର୍ମୀ ଦୀନ ରାତି ପରିଶ୍ରମ କରି ଭାରତୀୟ ଜନତା ପାର୍ଟି ର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ନିଜକୁ ସମର୍ପିତ କରିଛନ୍ତି ଓ ଅଞ୍ଚଳର ହଜାର ହଜାର ଲୋକଙ୍କୁ ସଦସ୍ୟତା ଅଭିଯାନରେ ଯୋଡୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post