ନୂତନ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଯୁକ୍ତ

0

ଖୋର୍ଦ୍ଧା(ଯୋଗେଶ୍ୱର ପଣ୍ଡା): ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧିକ୍ଷକ ବି ଯୁଗଳ କିଶୋରଙ୍କ ବଦଳି ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲି ପଡିଥିଲା । ତେବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସବୁଜ ସଂକେତ ପରେ   ଅବିନାଶ କୁମାରଙ୍କୁ  ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର |

Leave A Reply

Your email address will not be published.