ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି , ସେତିକି ଦଳ ଡିଆଁ ଓ ନେତା ଫକ ଫକ ହେବା ବୃଦ୍ଧି ପାଇଛି | ଦଳ ବିରୋଧୀ କାର୍ଯ୍ୟରେ ନିଲମ୍ବନ ଓ ବହିଷ୍କାର ପର୍ବ ଜୋର ଧରିଛି | ଏହି କ୍ରମରେ ଆଜି ବିଜେଡିରୁ ବହିସ୍କୃତ ହେଇଛନ୍ତି କାର୍ତ୍ତିକ |ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର କାର୍ତ୍ତିକ ସାହୁଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କାର କରାଯାଇଛି ବୋଲି ଦଳର ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.