ଗଜାନନ ଯୁବକ ସଂଘ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଖଇରା: ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ସାର ଡାଙ୍ଗ ଗ୍ରାମ ପଂଚାୟତରେ  ସାରଡାଙ୍ଗ ଖେଳ ପଡିଆ ରେ ଅନୁଷ୍ଠିତ  ସାରଡାଙ୍ଗଗଜାନନ ୟୁଥ୍ କ୍ଲବ” ନାଖପଦା ଦ୍ଵାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ  ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି ଏହି ମ୍ୟାଚରେ ଅର୍ଜୁନ ପୁର ଏକାଦଶ ଚାମ୍ପିଅନ ହୋଇଥିବା ବେଳେ ଖଇରା ଏକାଦଶ ରନର୍ସଅପ ବିବେଚିତ ହୋଇଥିଲେ  ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ସିମୁଳିଆ ଖଇରାର ଯୂବ ମାନସର ପ୍ରତୀକ ଯୂବନେତା ଡା. ଅଣୁମାଧବ ପଣ୍ଡା (ଅନି ନନା) ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଓ ରୁନର୍ସଅପ୍ ପ୍ରଦାନ କରିଥିଲେ। ସାଥିରେ ଅନ୍ତରା ଜୋନର ମଣ୍ଡଳ ସଭାପତି ବୁଲୁ ଲେଙ୍କା.ପଞ୍ଚାୟତ ର ସଭାପତି ମନୋରଂଜନ ପଣ୍ଡା ଓ ଗଜାନନ କ୍ଳବ୍ ର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.