ଶ୍ରୀ ଶ୍ରୀ ଅଖଣ୍ଡ ନାମଯଜ୍ଞ ର ନୃତନ ମଣ୍ଡପ ର ଭିର୍ତ୍ତି ପ୍ରସ୍ତର ସ୍ଥାପନ ଓ ମାର୍କେଟ ରେ ଉଜ୍ଜଳ ଆଲୋକୀକରଣ ର ଶୁଭ ଉଦଘାଟନ

0

ବାସୁଦେବପୁର – ଅକ୍ଷୟ ତୃତୀୟା ମା ବସୁଧା ଙ୍କୁ ପୂଜା ଅର୍ଚନା କରି ଚାଷୀ ବିହନ ଅନୁକୂଳ କରିଥାନ୍ତି,, ଏହା ଏକ ଅନୁକୂଳ ର ମହାପର୍ବ,,,, ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ ଏଠି ଅକ୍ଷୟ ତୃତୀୟା କୁ ସୁଖ ଓ ସମୃଦ୍ଧି ର ପର୍ବ ଭାବରେ ପାଳନ କରାଯାଏ!ଏହା ଛଡା ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ରଥ କାଠ ର ପୂଜାର୍ଚନା କରି ମଧ୍ୟ ଅନୁକୂଳ କରାଯାଇଥାଏ |ଏହି ଦିନଟି ଯେ କୌଣସି କାର୍ଯ୍ୟକ୍ରମ କଲେ ଶୁଭ ହୋଇଥାଏ,,,ସେହିପରି ଏହି ଦିନରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ରାଜଘାରପୋଖରୀ ପଞ୍ଚାୟତ ରେ ସଂ।ସଦ ଙ୍କ ଆଞ୍ଚଳିକ ଉନୟନ ପାଣ୍ଠି ରୁ ବାବା ନବରାତ୍ର ଓ ଶ୍ରୀ ଶ୍ରୀ ଅଖଣ୍ଡ ନମଯଂଜ୍ଞ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଓ ମାର୍କେଟ ର ଉଜ୍ଜଳ ଆଲୋକୀକରଣ ଉଦଘାଟନ କରିଥିଲେ ସାଂସଦ ମଞ୍ଜୁଲତା ମଣ୍ଡଳ ,ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ଧାମନଗର ମୁକ୍ତିକାନ୍ତ ମଣ୍ଡଳ ଶ୍ରୀ ଶ୍ରୀ ଅଖଣ୍ଡ ନମଯଂଜ୍ଞ ର ସଭାପତି ରତ୍ନାକର ନାୟକ, ସମ୍ପାଦକ କମଳାକାନ୍ତ ନାୟକ, ଅଚ୍ୟୁତ ନନ୍ଦ ପାଢ଼ୀ,ସରପଞ୍ଚ ଅରୁଣ କୁମାର ମହାନ୍ତି ସମିତି ସଭ୍ୟ ରମେଶ ଚନ୍ଦ୍ର ବଳ,ଶ୍ରୀଧର ନାୟକ ଭାଗିରଥି ବଳ , ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି ଓ ଅଖଣ୍ଡ ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ଅନ୍ୟ ପକ୍ଷରେ ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ମୁଖ୍ୟ ଅତିଥି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓସମ୍ମାନିତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଅନୁପସ୍ଥିତ ଥିବାର ଦେଖାଯାଇଥିଲା। କୌଣସି କାରଣ ବଶତଃ ଆସି ପାରି ନାହାଁନ୍ତି ବୋଲି କର୍ମ କର୍ତ୍ତା କହିଥିଲେ।

Leave A Reply

Your email address will not be published.