ବିଧାୟିକା ଙ୍କ ଦ୍ଵାରା ମିଲେଟ ଶକ୍ତି ନ୍ୟୁଟ୍ରି ସେଣ୍ଟର ଉଦ୍ଘାଟିତ

0 3

ପଦ୍ମପୁର: ସ୍ଵୟଂ ସହାୟକ ଗୋଷ୍ଠୀ କିପରି ନିଜେ ସ୍ୱାବଲମ୍ବୀ ହେବେ ସେଥିପାଇଁ ସରକାର ଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରିବା ସହିତ ରଣ ମଧ୍ଯ ପ୍ରଦାନ କରାଯାଉଛି। ପଦ୍ମପୁର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ କନସିଂହା ଗ୍ରାମ ଛକରେ ଓଡିଶା ମିଲେଟ ମିସନ ଯୋଜନା ଅନୁଯାୟୀ ଆଜି ଆଦିବାସୀ ସ୍ଵୟଂ ସହାୟକ ଗୋଷ୍ଠୀ ବୈଦପାଲି ତରଫରୁ ନବ ନିର୍ମିତ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଏହି ଏହି ସେଣ୍ଟର କୁ ଉଦ୍ ଘାଟିତ କରିଥିଲେ। ପ୍ରତ୍ୟହ ମାଣ୍ଡିଆ ରେ ପ୍ରସ୍ତୁତ ସମସ୍ତ ଖାଦ୍ୟ ପଦାର୍ଥ ଏହି ସେଣ୍ଟର ରେ ଉପଲବ୍ଧ ହେବ।

Leave A Reply

Your email address will not be published.