ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକଙ୍କ ଶଶୁର ତଥା ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ଜଗତସିଂହପୁର ଜ଼ିଲ୍ଲାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ମଲ୍ଲିକ ଙ୍କର ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ସ୍ମୃତି ଚାରଣ କରିଥିଲେ l ପୁତ୍ର ଇଂ ଆଶୁତୋଷ ମଲ୍ଲିକ, ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ, ଅମିତ ଶ୍ରୀତୋଷ ପ୍ରମୁଖ ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ସମାଜସେବୀ ଅରବିନ୍ଦ ହୋତା, ଭବେଶ ଚୌଧୁରୀ ଏହି ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏଥିରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜଗତସିଂହପୁର ଜ଼ିଲ୍ଲା ପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଜ଼ିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ପୂର୍ବତନ ଜ଼ିଲ୍ଲାପରିଷଦ ଅଧକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ତିର୍ତ୍ତୋଲ ବ୍ଲକ ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଅରବିନ୍ଦ ହୋତା, ଅରୁଣ ମହାପାତ୍ର, ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ତିର୍ତ୍ତୋଲ ବ୍ଲକ ପୂର୍ବତନ ବ୍ଲକ ବିଜେଡି ସଭାପତି ଅଶ୍ୱିନୀ କୁମାର ଦାସ, କନିମୁଳ ସମିତି ସଭ୍ୟ ବସନ୍ତ ମହାପାତ୍ର, ଭବେଶ ଚୌଧୁରୀ, ବିମଳ ମହାପାତ୍ର, ପାରାଦ୍ୱୀପ ପୌରପାଳିକା ଅଧକ୍ଷ ବସନ୍ତ କୁମାର ବିଶ୍ୱାଳ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ସଭ୍ୟ ଗଙ୍ଗାଧର ବିଶ୍ୱାଳ, ସଭ୍ୟା ରଂଜିତା ସିଂହ, ସୂର୍ଯ୍ୟ ନାରାୟଣ ବେହେରା, ବୈରାଗୀ ବାରିକ, ଜଗତସିଂହପୁର ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ବୁବୁଲ ନନା, ଜଗତସିଂହପୁର ଛାତ୍ର ବିଜେଡି ସଭାପତି ସମିତି ଲେଙ୍କା, ଜ଼ିଲ୍ଲା ବିଜେଡି ଯୁବ ସଭାପତି ସୋମ୍ୟଜିତ ମହାନ୍ତି, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସୁମିତ ଦାସ, ତିର୍ତ୍ତୋଲ ବ୍ଲକ ଯୁବ ସଭାପତି ସୁଜିତ ମହାନ୍ତି, ହାଜି ସେକ କଳିମୁଲ୍ଲା, ଦେବି ପ୍ରସାଦ ମହାପାତ୍ର, ପ୍ରଭୁତି ମହାପାତ୍ର, ପୂର୍ବତନ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ଚିତ୍ତରଞ୍ଜନ ରଥ, ବିଜୟାନନ୍ଦ ନାଥ, ଶିକ୍ଷାବିତ ଗୋଲୋକ ବିହାରୀ ପଲାଇ, ବାସବ କୁମାର ନନ୍ଦ, ବିଷ୍ଣୁ ଚାରଣ ଦାସ, କିଶୋର କୁମାର ସାହୁ, ଉମେଶ ବାରିକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ବିରିଡି ର କାଳନ୍ଦୀ ବସ୍ତିଆ, ପ୍ରଦୀପ୍ତ ଭୂୟାଁ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ଅରୁଣ ମହାପାତ୍ରଙ୍କ ସମେତ ଜ଼ିଲ୍ଲା ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ରାଜନେତା ମାନେ ଶିକ୍ଷାବିତ ସ୍ବର୍ଗତ ମଲ୍ଲିକ ଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.