ଆସନ୍ତା କାଲି ଭାରତ- ଆୟର୍ଲାଣ୍ଡ  ମୁକାବିଲା :୪ ଓଡ଼ିଆ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର 

0

 

ସୁଶାନ୍ତ ବେହେରା :.ଭାରତ ତାର ପ୍ରଥମ ଉଦଘାଟନ ମ୍ୟାଚ ରେ ବିଶ୍ୱ ର (୨)ନଂ ଦଳ ଇଂଲଣ୍ଡ ସହିତ ମ୍ୟାଚ ଡ୍ର କରି ପଏଣ୍ଟ ଭାଗକରିଛି । ସେହିପରି ଆୟର୍ଲାଣ୍ଡ   ତାର ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରି ପୁରା ପଏଣ୍ଟ ପାଇଁ ଦୃଢ ମନ ବଳ ବୃଦ୍ଧି ପାଇଛି। ଆୟର୍ଲାଣ୍ଡ  ଫରୱାର୍ଡ ଖେଳାଳି ଖୁବ ମଜବୁତ ସ୍ଥିତି ରେ ରହି ଭଲ ପ୍ରଦର୍ଶନ ଜାରି ରଖି ଥିବାବେଳେ  ଭାରତର ମଧ୍ୟ ଭାଗ ଓ ରକ୍ଷଣ ଭାଗ ଖେଳାଳି ମାନେ ମଧ୍ୟ ଖୁବ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି। ହକି ବିଶେଷଜ୍ଞ ଙ୍କ ର ମତ ଅନୁଯାୟୀ ଭାରତ କଡା ମୁକାବିଲା ସହିତ ଅୟରଲଣ୍ଡ ଠାରୁ ନିଶ୍ଚିତ ବିଜୟ ହାସଲ କରିବ।ଭାରତ ଏହି ମ୍ୟାଚ ଭଲ ଗୋଲ ବ୍ୟବଧାନ ରେ ଜିତିଲେ କ୍ରସ ଓଭର ମ୍ୟାଚ ଖେଳିବାରୁ ବଞ୍ଚିତ ହେବ।  ତେବେ ଭଟ୍ଟା ଦଳ ପାଇଁ ପ୍ରାଚୀର ସଦୃଶ ଭୂମିକା ତୁଳାଉଥିବା ୪ ଓଡ଼ିଆ ମହିଳା ହକି ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର |  

 

Leave A Reply

Your email address will not be published.