ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ୯  ଲକ୍ଷ 

0

ସୁସ୍ଥ ହେଉଥିବା ଲୋକଙ୍କ ହାର ବୃଦ୍ଧି ପାଇଁ ହେଲା ୬୩ .୦୨ %

ନୂଆଦିଲ୍ଲୀ  :  ଗତ ୨୪ ଘଣ୍ଟା ଭିତରେ ଦେଶରେ ୨୮,୪୯୮  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |  ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୯,୦୬,୭୫୨  ପହଂଚିଛି | ଆଜି ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩,୧୧,୫୬୫ ଓ ସୁସ୍ଥ ହୋଇ ଡିସ୍ଚାର୍ଜ ହେଲେଣି ୫,୭୧,୪୬୦ | କରୋନା ମୃତ୍ୟୁ ସଂଖ୍ୟା ୨୩,୭୨୭ ହୋଇଥିବା ବେଳେ  ଗତ ୨୪ ଘଣ୍ଟା ଭିତରେ  ୫୫୩ ଜଣଙ୍କ ମୃତ୍ୟୁ ଘଟିଛି | ଭାରତରେ ସୁସ୍ଥ ହେଉଥିବା ଲୋକଙ୍କ ହାର ବୃଦ୍ଧି ପାଇଁ ୬୩ .୦୨ %ରେ ପହଂଚିଛି | 

Leave A Reply

Your email address will not be published.