ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ରେଞ୍ଜ ଚୋରମାଲଦା ନିକଟ ଜଂଗଲରୁ ଏକ ଅଣ୍ଡିରା ହାତୀର ମୃତଦେହ ଉଦ୍ଧାର ହୋଇଛି। ଏହି ହାତୀଟିର ବୟସ ପ୍ରାୟ ୩ ବର୍ଷ ହୋଇଥିବାର ଅନୁମାନ କରାଯାଉଛି। ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ହାତୀଟିର ମୃତ୍ୟୁ ୧ ସପ୍ତାହ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ବନ ବିଭାଗ ମୃତଦେହକୁ ପୋଷ୍ଟମର୍ଟମ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.