ବରିଷ୍ଠ ଆଇନଜୀବୀ ସଜନ କେଡିଆଙ୍କ ପରଲୋକ। 

0 2

ଝାରସୁଗୁଡ଼ା ବାର ଏସୋସିଏସନର ପ୍ରତିଷ୍ଠାତା ସଭ୍ୟ ଓ ଏହାର ପୂର୍ବତନ ସଭାପତି ଶ୍ରୀ ସଜନ କେଡିଆଙ୍କ  ଦେହାନ୍ତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ସେସନ ଜଜଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବାର ଏସୋସିଏସନର ଏହି ଶୋକସଭାରେ ଉପସ୍ଥିତ ରହି ସର୍ବଶ୍ରୀ ରାମ ମନୋହର ରାଓ, ତାପସ ରାୟ ଚୌଧୁରୀ, ସନ୍ଦିପ ଅବସ୍ଥି, ଦିନେଶ ଜୈନ, ରଘୁନାଥ ପଟେଲ, ବିଶ୍ବନାଥ ଦତ୍ତ, କିଶୋର ପଟେଲ, ଦିନେଶ ଶର୍ମା, ତ୍ରିନାଥ ଗୋୟଲ, ସତପାଲ ସିଂ, ପବିତ୍ର ମହାନନ୍ଦ, ଶ୍ରୀମତୀ ବନ୍ଦନା ମୁନ୍ଦ୍ରା, ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ପରିବାର ପ୍ରତି ସାନ୍ତ୍ବନା ବ୍ୟକ୍ତ କରିଥିଲେ ଏବଂ ଦିବଂଗତ ଆତ୍ମାର ଶାନ୍ତି କାମନା କରିଥିଲେ। 

ମୂଖ୍ୟ ବିଚାରପତି ସୁଜିତ ରାୟ ବର୍ମନ ଓ ବିଚାରପତି ଶ୍ରୀ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଝାରସୁଗୁଡ଼ା ପରିଦର୍ଶନ ସମୟରେ ଶ୍ରୀ ସଜନ କେଡିଆଙ୍କ ଉଦବୋଧନ

 

Leave A Reply

Your email address will not be published.