ସେବାୟତଙ୍କୁ ଦିଆଯିବ ବାନ୍ଧ ବସ୍ତ୍ରରେ ତିଆରି ସ୍ବତନ୍ତ୍ର ମାସ୍କ 

0

ଭୁବନେଶ୍ୱର (ଶାସକ ପ୍ରଶାସକ):  ହସ୍ତତନ୍ତ ସାମଗ୍ରୀ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୟନିକାକୁ ମିଳିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରିବାର ଅପୂର୍ବ ସୁଯୋଗ। ସେବାୟତମାନଙ୍କୁ ବାନ୍ଧ ବସ୍ତ୍ରରେ ତିଆରି ହୋଇଥିବା ସ୍ବତନ୍ତ୍ର ମାସ୍କ ଯୋଗାଇ ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୟନିକାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.