ଇଏ କି ପ୍ରକାର ପୂଜ୍ୟ ପୂଜା !

0

 ଇଏ କି ପ୍ରକାର ପୂଜ୍ୟ ପୂଜା !

31-03-18-RAJENDRA-3.jpg - 101.33 kB 

ବଲାଙ୍ଗୀର /Niroj Mishra :  ପାଟଣା ମହାରାଜ ତଥା  ଓଡିଶାର  ପୂର୍ବତନ ମୁଖ୍ୟମନ୍ତ୍ରୀ  ରାଜା  ରାଜେନ୍ଦ୍ର  ନାରାୟଣ  ସିଂଦେଓଙ୍କ  ୧୦୭  ତମ  ଜନ୍ମବାର୍ଷିକ  ପାଳନ  କରାଯାଉଛି | .କିନ୍ତୁ  ଦୁର୍ଭାଗ୍ୟର  ବିଷୟ  ବଲାଙ୍ଗୀରର ନିଜ  ପିତୃ  ପୁରୁଷଙ୍କ  ସୁରକ୍ଷା  ଦେଇ ନ ପାରିବା କିନ୍ତୁ  ରାଜଧାନୀ  ଆଉ ରାଜେନ୍ଦ୍ର  ପାର୍କରେ  ପୁଷ୍ପମାଲ୍ୟ  ଆଉ  ସମାଧି ପୀଠରେ ଫୁଲ ଦେଇ ଦେଲେ ସରିଗଲା |. ଆଜି ମଧ୍ୟ କିଛି ନେତା  ତାଙ୍କ  ନାଁକୁ  ଭଁଜେଇ  କି  ନାଲିବତୀ  ଗାଡି  ଆଉ ମୁଭିଙ୍ଗ ଚେୟାରରେ  ବସି  କି  ଫଟ  ରାଜନୀତି  କରୁଛନ | କିନ୍ତୁ ଯଦି  ତାଙ୍କ  ହୃଦୟରେ ଟିକିଏ ବି ତାଙ୍କ ପାଇଁ ଭାବନା ଅଛି ତା ହେଲେ ବରପାଲି ପଡା ସ୍ଥିତ  ସମାଧି  ପୀଠ  ବୁଲି  କି  ଆସନ୍ତୁ ଖାଲି  ସୋସିଆଲ ମେଡିଆ  ଆଉ  କିଛି  ନିମନ୍ତ୍ରଣ   କାର୍ଡ  ବାଂଟିଦେଲେ  ମହାରାଜଙ୍କ  ଜନ୍ମବାର୍ଷିକ  ପାଳନ   ହେବନି |  ଆଜି ବି  ସମାଧି  ପୀଠ  ଅବହେଳିତ  ଅବସ୍ଥାରେ  ଅଛି | 

31-03-18-RAJENDRA-2.jpg - 140.57 kB

Leave A Reply

Your email address will not be published.