Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱର:ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଏକ ସମୟୋଚିତ ନିଷ୍ପତ୍ତି ଦ୍ୱାରା ଓଡିଶା କଂଗ୍ରେସରେ ଲାଗିରହିଥିବା ଏକ ଦ୍ୱନ୍ଦର ୍ରଅବସାନ ଘଟିଛି ।ଏଆଇସିସି ଓଡିଶା ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ବି କେ ହରିପ୍ରସାଦଙ୍କୁ ଶେଷରେ ଓଡିଶା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ଦଳର ଜଣେ ଲଢଆ ତଥା ଷ୍ଟ୍ରାଟେଜିକ ଲିଡର ଜିତେନ୍ଦ୍ର ସିଂହଙ୍କୁ ଅବସ୍ଥ୍ାପିତ କରାଯାଇଛି । ଜଣେ ମେଳାପି ତଥା ସର୍ବଗ୍ରାହ୍ୟ ନେତାଭାବେ ଜଣାଶୁଣା ଜିତେନ୍ଦ୍ର ଙ୍କ ମାର୍ଗଦର୍ଶନରେ ଓଡିଶା କଂଗ୍ରେସରେ ଗତ କିଛି ମାସ ଧରି ଚାଲିଥିବା ଗୋଷ୍ଠି ବିବାଦ କିଛିଟା ପ୍ରଶମିତ ହୋଇପାରେ ବୋଲି ଦଳର କିଛି ବରିଷ୍ଠ ନେତା ଆଶାବ୍ୟକ୍ତ କରିଛନ୍ତି ।